Odisha Link
Bridging the Missing Links in Odisha
Daily Archives

October 23, 2020

ସୋଆ ବିଶ୍ୱବିଦ୍ୟାଳୟକୁ କ୍ୟୁଏସ୍ ଆଇ-ଗଜ୍…

ଭୁବନେଶ୍ୱର: ଚଳିତବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା। ପୂର୍ବ ଭାରତରେ…

ମୌସୁମୀ ଆଉ ୨ ଦିନ, ୨୮ରୁ ପାଗ ଶୁଖିଲା

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ଥିବା ମୌସୁମୀ ଆଉ ୨ ଦିନ ପର୍ଯ୍ୟନ୍ତ ରହିବ। ୨ ଦିନ ପରେ ଓଡ଼ିଶାରୁ ଫେରିଯିବ ମୌସୁମୀ। ମୌସୁମୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଥିବା ବେଳେ ଅକ୍ଟୋବର ୨୮ରୁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ…

ରାଜଧାନୀରୁ ଆଉ ୧୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ଭୁବନେଶ୍ଵରରେ କିଛି ଦିନ ହେବ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ହାର ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୮୯ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୭ ହୋଇଥିବା ବେଳେ ୧୪୨ ହେଉଛି ସ୍ଥାନୀୟ…

୧୦ ମାସରେ ୩୮୦୦ ଥର ଅସ୍ତ୍ରବିରତି…

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କାର୍ଯ୍ୟରେ ଲିପ୍ତ। ଜମ୍ମୁ କାଶ୍ମୀରର ବିଭିନ୍ନ ନିୟନ୍ତ୍ରଣ ରେଖାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର…

ପାଞ୍ଚ ବର୍ଷର ପୁଅକୁ ହତ୍ୟା କଲା ବାପା

ମୟୁରଭଞ୍ଜ: ପାଞ୍ଚ ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଏଭଳି ନୃଶଂସ ଘଟଣା ଘଟିଛି। ଗତକାଲି ରାତି ଦୁଇଟା ସମୟରେ ସୁଦନ ଦେହୁରୀ ନିଜର ପାଞ୍ଚ ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାକାରୀ ବାପାକୁ…

ଧର୍ମେନ୍ଦ୍ରଙ୍କ ଭର୍ଚୁଆଲ ଜନସଭା, ରାଜ୍ୟ…

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ସରଗରମ ହେଉଛି ଉପନିର୍ବାଚନ ତାତି। ଉପନିର୍ବାଚନ ପାଇଁ ଚାଲିଛି ଛକାପଞ୍ଛା। ଏଥିସହ ଜୋର ଧରିଲାଣି ପ୍ରଚାର କାର୍ଯ୍ୟ। କରୋନା କଟକଣା ମଧ୍ୟରେ ବିଭିନ୍ନ ଦଳର ଦଳୀୟ ପ୍ରାର୍ଥୀ ବିକାଶକୁ ମୁଦ୍ଧା କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଆଉ ବିଭିନ୍ନ ଦଳର…

ରାଜରାସ୍ତାରେ ଜଳିଗଲା ଟ୍ରକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଅଞ୍ଚଳରେ ଜଳିଗଲା ଟ୍ରକ୍। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଜଳିଯାଇଛି। ଟ୍ରକ୍‌ଟି ଜଳିବା ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ କେଉଁ କାରଣରୁ ଟ୍ରକ୍‌ରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ବର୍ତ୍ତମାନ ସୁଦ୍ଧା ଟ୍ରକ୍‌ରେ ନିଆଁ ଲାଗି ହୋଇବା…

ହସ୍ପିଟାଲରେ ଭର୍ତ୍ତି ହେଲେ କପିଳ ଦେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି କପିଳ ଦେବ ହସ୍ପିଟାଲରେ ଭର୍ତ୍ତି। ଆଜି ସକାଳେ ହୃଦଘାତ ହେବାରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି…

ପୋଷ୍ଟାଲ୍ ବାଲାଟରେ ବଡ଼ ତ୍ରୁଟି,…

ବାଲେଶ୍ୱର: ଜଣେ ମହିଳା ଦିବ୍ୟାଙ୍ଗ ନ ହୋଇ ମଧ୍ୟ ତାଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ପୋଷ୍ଟାଲ୍ ବାଲାଟରେ ଭୋଟ୍ ନିଆ ଯାଇଛି। ଏଭଳି ଏକ ସାଂଘାତିକ ତ୍ରୁଟି ପୁରୁଣା ବାଲେଶ୍ୱର ଏକ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ, କରୋନା ସଂକ୍ରମିତ ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଖରେ ନିର୍ବାଚନ…

୫ ବର୍ଷ ସାନ ବୟଫ୍ରେଣ୍ଡଙ୍କୁ ବିବାହ…

ମୁମ୍ବାଇ: ଖୁବ ଶୀଘ୍ର ବିଗ୍ ବସ୍ ର ଏକ୍ସ ପ୍ରତୀଯୋଗି ଗୌହର ଖାନ ବିବାହ କରିବାକୁ ଯାଉଛନ୍ତି । ଫ୍ୟାନମାନେ ତାଙ୍କ ବିବାହକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଗୌହର ଜୈଦ ଦରବାରଙ୍କୁ ଡେଟ କରୁଛନ୍ତି। ଜୈଦ ହଉଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଇଶ୍ମାଇଲ ଦରବାରଙ୍କ ପୁଅ। ଇଶ୍ମାଇଲ ଦରବାର ଏକ ଇଣ୍ଟରଭ୍ୟୁରେ…