Odisha Link
Bridging the Missing Links in Odisha
Daily Archives

October 23, 2020

୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ…

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡର୍‌ରେ ଗଲା ଆମ୍ବୁଲାନ୍ସ। ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ଭୁବନେଶ୍ୱରରେ ଏହି ଗ୍ରୀନ୍‌ କରିଡର୍ ହୋଇଥିଲା। ନୟାପଲ୍ଲୀ, ସିଆରପି,…

ସୁଶାନ୍ତ ମୃତ୍ୟୁ ମାମଲାର ଚୂଡ଼ାନ୍ତ…

ମୁମ୍ବାଇ: ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନବାକୁ ପଡ଼ିବ। ଏଣିକି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି। କେବଳ…

ମିର୍‌ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଡ୍ରୟର୍‌ରୁ ୨ ଲକ୍ଷ ୩୪ ହଜାର ୯ଶହ ଟଙ୍କା ଜବତ କରିଛି। ଏହାସହ ତାଙ୍କ କାର୍ଯ୍ୟାଳୟରେ ତନାଘନା କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ…

ଆଖି ବୁଜିଲେ ୧୮ କରୋନା ରୋଗୀ

ଭୁବନେଶ୍ଵର : ଆଜି ରାଜ୍ୟରେ ୧୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍  ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। https://twitter.com/HFWOdisha/status/1319524931298680835…

ରାଜ୍ୟ କରୋନା: ୧୭୯୩ କରୋନା ଆକ୍ରାନ୍ତ…

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୩୧ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୭୬୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ…

ନୟାପଲ୍ଲୀରୁ ବିମାନ ବନ୍ଦର ଯାଏଁ ଗ୍ରୀନ…

ଭୁବନେଶ୍ବର: ନୟାପଲ୍ଲୀରୁ ଭୁବନେଶ୍ବର ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବାକୁ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ଅସୁସ୍ଥ ରୋଗୀଙ୍କୁ ନୟାପଲ୍ଲୀ ଘରୋଇ ହସ୍ପିଟାଲରୁ ହାଇଦ୍ରାବାଦକୁ ଅଧିକ ଚିକିତ୍ସା ପାଇଁ ନିଆ ଯିବ।…

ଦୁଇ ଲକ୍ଷ ଟଙ୍କାର ଚୋରା କାଠ ବୋଝେଇ…

ବେଲଗୁଣ୍ଠା: ଦୁଇ ଲକ୍ଷ ଟଙ୍କାର ଶାଗୁଆନ୍ ଓ ଗମ୍ଭାରୀ କାଠ ବୋଝେଇ ବୋଲେରୋ ଜବତ କରିଛି ଗଞ୍ଜାମ ଜିଲ୍ଲାର ଘୁମୁସର ବନାଞ୍ଚଳ ଉପଖଣ୍ଡ ମୋବାଇଲ୍ ସ୍କ୍ଵାଡ୍ । ଏହି ପିକ୍ ଅପର ନମ୍ବର୍ ଓଡି ୨୦-୨୦୫୦। ଗାଡ଼ିର ଡ୍ରାଇଭର ଓ ବେପାରୀ ଜଙ୍ଗଲ ରାସ୍ତା ଦେଇ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି। ଉକ୍ତ ଗାଡ଼ିରେ ୧୫ଟି…

ବାଂଲାଦେଶ ଅଭିମୁଖେ ଡିପ୍ରେସନ, ଓଡ଼ିଶା…

ଭୁବନେଶ୍ୱର: ଓଡ଼ିଶା ଉପରୁ ଟଳିଲା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହେବା ସହ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ତେବେ ଏହା ଟିକିଏ ଦୁର୍ବଳ ହୋଇପଡ଼ିଥିବାରୁ ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ହ୍ରାସ ପାଇଛି । ତେବେ ଆଜି (ଶୁକ୍ରବାର) ମଧ୍ୟାହ୍ଣ ସୁଦ୍ଧା ଏହା…

କନ୍ଦଉଛି ପିଆଜ, ସପ୍ତାହେ ଭିତରେ କେଜି…

ଭୁବନେଶ୍ବର: କରୋନା ସଙ୍କଟ ମଧ୍ୟରେ ବଜାରରେ ଆକାଶଛୁଆଁ ପରିବା ଦର। ଏହା ଖାଉଟି ମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଆଳୁ ଓ ପିଆଜ ଦରବୃଦ୍ଧି ପାଇବା ସହିତ ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । ତେବେ ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ସପ୍ତାହେ ଭିତରେ କେଜି ପିଛା ୫୦ରୁ ୯୦ ଟଙ୍କାକୁ…

ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ…

କିଶୋର ନଗର: ଆଜି ସକାଳେ ଅନୁଗୁଳ ଜିଲ୍ଲାର କିଶୋରନଗର ଥାନା ଅଞ୍ଚଳରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ୫୫ ନମ୍ବର ଜାତୀୟ ରାଜପଥ ବାମୁର ନିକଟରେ ହୋଇଥିବା ସୂଚନାମିଳିଛି । ଦୁର୍ଘଟଣାରେ ଜଣେ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଟ୍ରକ୍ ଚାଳକ…