ଦାଦା ବଟି ଆଦାୟ: ୬ ଓ୍ବେବ୍ ପୋର୍ଟାଲ…
ଭୁବନେଶ୍ବର: ନିଜକୁ ଗଣମାଧ୍ୟମ ପ୍ରତିନିଧି ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଧମକ ଦେଉଥିଲେ, ବ୍ୟବସାୟୀଙ୍କୁ ଚାନ୍ଦା ମାଗୁଥିଲେ, ଖବର ପ୍ରସାରଣ କରି ହଇରାଣ କରିବୁ ବୋଲି ଡରାଉଥିଲେ। ଏବେ ଏମିତି ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ୍। ସେମାନେ ବିଭିନ୍ନ ତଥାକଥିତ ଓ୍ବେବ୍…