Odisha Link
Bridging the Missing Links in Odisha

ବ୍ଲୁ ଫ୍ଲାଗ୍ ବିଚ୍ ରେ ଭାସିଗଲେ ପର୍ଯ୍ୟଟକ

ପୁରୀ : ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ରେ ଭାସିଗଲେ ପର୍ଯ୍ୟଟକ । ଗାଧୋଇବା ବେଳେ ଅସାବଧାନତା ବଶତଃ ପର୍ଯ୍ୟଟକ ଜଣଙ୍କ ଭାସିଯାଇଥିବା ଜଣାପଡିଛି ।

ନିଖୋଜ ପର୍ଯ୍ୟଟକ ଜଣଙ୍କ ହେଲେ ଝାଡଖଣ୍ଡର ତାନିସ୍କ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଲାଇଭ୍ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

Comments are closed.