Odisha Link
Bridging the Missing Links in Odisha
Daily Archives

October 27, 2020

ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କ୍ରୟ…

ଜମ୍ମୁ-କାଶ୍ମୀର: ଏଣିକି ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ। ଏନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ ଏବଂ ସେଠାରେ ବସବାସ କରିପାରିବ…

ବିଦ୍ୟାଳୟରେ ବିସ୍ଫୋରଣ: ୭ ମୃତ, ୧୨୦ରୁ…

ପେଶାୱର: ମଙ୍ଗଳବାର ପାକିସ୍ତାନ ପେଶାୱର ଏକ ଧାର୍ମିକ ବିଦ୍ୟାଳୟରେ ବଡ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହୋଇଥିବାବେଳେ ୧୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଲେଡି ରିଡିଂ ହସ୍ପିଟାଲର ମୁଖପାତ୍ର ମହମ୍ମଦ ଅସୀମ କହିଛନ୍ତି ଯେ, ଆହତଙ୍କ ମଧ୍ୟରେ ଶିଶୁ ଅଛନ୍ତି।…

ଫେରିଯାଉଛି ମୌସୁମୀ: ଏଣିକି ଶୁଖିଲା ରହିବ…

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରୁ ମୌସୁମୀ ଫେରିଯାଇଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ସୂଚନା ଦେଇଛନ୍ତି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ସାରା ପାଗ ଶୁଖିଲା ରହିବ। ରାତିରେ ତାପମାତ୍ରା କମ୍ ରହିବ। ଜୁନ୍ ୧ ତାରିଖରୁ ଆଜି ଯାଏଁ…

ଭିଜିଲାନ୍ସ ଜାଲରେ ସିଡିପିଓ

ଜୟପୁର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଆଉ ଜଣେ ସରକାରୀ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନନ୍ଦପୁର ସିଡିପିଓ ସିଗ୍ଧାରାଣୀ ମିଶ୍ର। ସିଗ୍ଧାରାଣୀଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍। ନିଜ କାର୍ଯ୍ୟାଳୟରେ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ…

ମେଲାଣି ନେଲେ ମା’

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଶେଷ ହୋଇଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା। ଆଜି ଧରାପୃଷ୍ଠରୁ ମେଲାଣି ନେବେ ମା'। ଆଜି ମା'ଙ୍କର ଭସାଣ ଉତ୍ସବ। ମା’ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ମୂର୍ତ୍ତି…

ଉପନିର୍ବାଚନ: ବିଜେଡ଼ି ନାଁରେ ଫେରାଦ ହେଲା…

ଭୁବନେଶ୍ୱର: ବାଲେଶ୍ୱରରେ ବିଜେଡ଼ି ପକ୍ଷରୁ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ବିଜେପି ଜିଲ୍ଲାପାଳଙ୍କୁ ଫେରାଦ ହୋଇଛି। ପ୍ରଦୀପ୍ତ ନାୟକ ଓ ଲେଖାଶ୍ରୀ ସାମନ୍ତସିଂହାର ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି। ବାଲେଶ୍ୱରର…

ଉପନିର୍ବାଚନ: ଭର୍ଚୁଆଲ ପ୍ରଚାର କରିବେ…

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମାହୋଲ ଏବେ ସରଗରମ। ସବୁ ଦଳ ଉପନିର୍ବାଚନ ପ୍ରଚାର ନିମନ୍ତେ ଜୋରଦାର୍ ଲାଗିଛନ୍ତି। ନିକଟରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲି କରିଥିବା ବେଳେ ଉପନିର୍ବାଚନ ପ୍ରଚାର ନିମନ୍ତେ ବିଜେଡି ସୁପ୍ରିମୋ ନବୀନ…

ବ୍ଲୁ ଫ୍ଲାଗ୍ ବିଚ୍ ରେ ଭାସିଗଲେ…

ପୁରୀ : ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ରେ ଭାସିଗଲେ ପର୍ଯ୍ୟଟକ । ଗାଧୋଇବା ବେଳେ ଅସାବଧାନତା ବଶତଃ ପର୍ଯ୍ୟଟକ ଜଣଙ୍କ ଭାସିଯାଇଥିବା ଜଣାପଡିଛି । ନିଖୋଜ ପର୍ଯ୍ୟଟକ ଜଣଙ୍କ ହେଲେ ଝାଡଖଣ୍ଡର ତାନିସ୍କ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଲାଇଭ୍ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବାରହା ଶିକାର, ଦୁଇ ଗିରଫ

ପାଇକସାହି: ଗତ କାଲି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ହାତୀଧରା ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ବାରହା ଶିକାର କରାଯାଇଛି। ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି । ଏସେମାନେ ହେଲେ କେଞ୍ଚୁଆ ନାଳୀ ଗାଁର ତୋଫାନ ଭୋଇ (୩୦) ଓ ପ୍ରଫୁଲ୍ଲ ଭୋଇ(୬୦) । ଅନ୍ୟ ଚାରି ଅଭିଯୁକ୍ତ ଫେରାର…

ସଡ଼କ ଦୁର୍ଘଟଣା : ଜଣେ ମୃତ

ମୁଖୀଗୁଡା: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାଟି ବାନେର-ଲଡୁଗାଁ ରାସ୍ତା ଶିବରାମପୁର ବୁଲାଣି ନିକଟରେ ଘଟିଛି । ମୃତ ଜଣକ ମୃଜୟପାଟଣା ଥାନା ଅନ୍ତର୍ଗତ ବାନେର ଗ୍ରାମର ପର୍ଶୁରାମ ପଟ୍ଟନାୟକ(୩୭)। ସେ ଏକ ବାଇକରେ…