କରୋନା: ରାଜ୍ୟରେ ଆଖି ବୁଜିଲେ ୧୨ ଆକ୍ରାନ୍ତ
ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି ରାଜ୍ୟରେ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
Regret to inform the demise of twelve #COVID19 positive patients while under treatment in hospitals.
1.A 60-year-old male of Nabarangpur who was also suffering from Hypertension.
2.A 59-year-old male of Bhubaneswar who was also suffering from Hypertension.— H & FW Dept Odisha (@HFWOdisha) October 28, 2020
Comments are closed.