ଫେଲ୍ ମାରିଲା ଲୁଟ୍ ଉଦ୍ୟମ, ଜଣେ ଅଟକ
ବଲାଙ୍ଗିର: ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର ବୁଧବାର ରାତି ସାଢେ ୧୨ଟା ବେଳେ ବଲାଙ୍ଗିରରୁ ନିଜ ଗାଁ ସାଲେଭଟାକୁ କାରରେ ଜାତୀୟ ରାଜପଥ-୨୬ରେ ଫେରୁଥିଲେ। ଗାନ୍ଧୀନଗର ପଡ଼ା ମାଧିଆପାଲି ମଝିରେ ୪ଜଣ ଯୁବକ ରାସ୍ତା କଡରୁ ଆସି ଅଚାନକ ତାଙ୍କ କାର୍ ସାମ୍ନାକୁ ଚାଲି ଆସିଥିଲେ। ସେମାନେ…