Odisha Link
Bridging the Missing Links in Odisha
Daily Archives

October 30, 2020

ଓଡ଼ିଶାରେ କରୋନା ପୁନଃସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବା ବେଳେ ପୁଣି ଏକ ଚିନ୍ତାଜନକ ଖବର ଆସିଛି। ଓଡ଼ିଶାରେ କରୋନା ଏବେ ପୁନଃସଂକ୍ରମଣ ହେଉଛି।ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି। ଆଇଏଲଏସ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଶୀତରେ…

ଏନ୍‍ଆରଆଇ ଦମ୍ପତି ଭୂମିକାରେ ନଜର ଆସିବେ…

ମୁମ୍ବାଇ: ପୁଣି ରୂପେଲୀ ପରଦାରେ ନଜର ଆସିବେ ବଲିଉଡ଼ର ଦେଶୀଗାର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଅଭିନେତା ରାଜକୁମାର ରାଓଙ୍କ ସହ ଦି ହ୍ୱାଇଟ୍‍ ଟାଇଗର୍‍’ ଚଳଚ୍ଚିତ୍ରରେ ନଜର ଆସିବେ ପ୍ରିୟଙ୍କା । ଦି ହ୍ୱାଇଟ୍‍ ଟାଇଗର୍‍’ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‍ ହୋଇସାରିଛି। ବୁଧବାର ରିଲିଜ୍‍ ହୋଇଥିବା ଏହି…

ନିଜ ନାମ ବଦଳାଇଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରିତ ସିଂହ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। ଚଳିତ ମାସ ୨୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବିବାହ ପରେ ସବୁ ହିନ୍ଦୁ ଝିଅଙ୍କ ପରି ନେହା ମଧ୍ୟ ନିଜ ନାମ ପରିବର୍ତ୍ତନ କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ନେହା ତାଙ୍କ ନାମ…

ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି…

ଭୁବନେଶ୍ୱର: ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନା ଜଳ୍ପନା ଲାଗିରହିଛି। ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ।…

ଦୀପାବଳି ପରେ ଖୋଲିପାରେ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ସ୍କୁଲ। ସ୍କୁଲ ଖୋଲିବା ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ପ୍ରଶ୍ନ। ଏହାରି ମଧ୍ୟରେ ସ୍କୁଲ ଖୋଲିବା ନେଇ ଖବର ଆସୁଛି। ରାଜ୍ୟରେ ଦୀପାବଳୀ ପରେ ଖୋଲିପାରେ ସ୍କୁଲ। କେତେକ ରାଜ୍ୟରେ ସ୍କୁଲ ଓ କଲେଜ ଧୀରେ ଧୀରେ ସ୍ୱାଭାବିକ…

ବିଗ୍ ବସ୍ ୧୪: କବିତା ଓ ଇଜାଜଙ୍କ…

ମୁମ୍ବାଇ: ଟେଲି ସିରିଜ ବିଗ୍ ବସ୍ ୧୪ ଖୁବ ଚର୍ଚ୍ଚାରେ ରହିଛି। ଗତ କାଲି ଏପିସୋଡରେ ପ୍ରତିଯୋଗି କବିତା ଓ ଇଜାଜ୍ ଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ପ୍ରଶଂସକ ନୁହଁନ୍ତି ଅନେକ ସେଲିବ୍ରିଟି ମଧ୍ୟ ଏହି ମତାନ୍ତରରେ…

ମହୁମାଛି କଲା ଘାଇଲା, ୬ ଆହତ

ଭୁବନେଶ୍ୱର: ମହୁମାଛି କଲା ଘାଇଲା। ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୬ ଜଣ ଛାତ୍ର। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ। ଗୁମ୍ଫାରେ ପଶି ଭିଡିଓ ସୁଟିଂ କରିବା ସମୟରେ ମହୁମାଛି ପଲ ସେମାନଙ୍କୁ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କିଛି ଛାତ୍ର…

ତିର୍ତ୍ତୋଲ ଉପନିର୍ବାଚନ ପାଇଁ…

ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଡିଜିପିିଙ୍କ ସମୀକ୍ଷା। ଆଜି ଜଗତସିଂହପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପିିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ହୋଇଛି। ସୁରକ୍ଷା ବ୍ୟବସ୍ଥା ନେଇ ସନ୍ତୁଷ୍ଟ ଥିବା ସହ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ହେବ ବୋଲି କହିଲେ ଡିଜିପି…

ଆଖି ବୁଜିଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ରାଜ୍ୟରେ ଆଉ କରୋନା ଆକ୍ରାନ୍ତଙ୍କ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।…

ତିର୍ତ୍ତୋଲ ବିଜେପି ଅଫିସରେ ତୁମୁଳକାଣ୍ଡ

ଜଗତସିଂହପୁର: ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡିଛି ତିର୍ତ୍ତୋଲ ରାଜନୀତି। ଏହାରି ମଧ୍ୟରେ ତିର୍ତ୍ତୋଲ ବିଜେପି ଅଫିସରେ ଘଟିଛି ତୁମୁଳକାଣ୍ଡ। ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ହୋଇଛି ଭଙ୍ଗାରୁଜା। ବ୍ୟାନର ଚିରିବା ସହ ଚେୟାର ଭାଙ୍ଗି ଦେଇଛନ୍ତି ଅସନ୍ତୁଷ୍ଟ ଥିବା ବିଜେପି କର୍ମୀ।