Odisha Link
Bridging the Missing Links in Odisha
Daily Archives

October 30, 2020

ରାଜ୍ୟ କରୋନା: ୧୫୪୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୮୯୧ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୬୫୬ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ ହଜାର ୬୪୬ ରେ ପହଞ୍ଚିଛି। ଏହାଛଡ଼ା ଆକ୍ଟିଭ କେସ ୧୫…

ଆଇପିଏଲ ବେଟିଂ: ବିପୁଳ ଟଙ୍କା ଓ ବୁକି…

ବ୍ରହ୍ମପୁର: ବ୍ରହ୍ମପୁରରୁ ଧରାପଡିଛି ଆଇପିଏଲ୍‌ ବେଟିଂର ଏକ ବଡ଼ ର‌୍ୟାକେଟ୍‌। ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସୂଚନା ଆଧାରରେ ଚଢ଼ଉ କରି ଆଇପିଏଲ ବେଟିଂ ରାକେଟର ପର୍ଦ୍ଧାଫାସ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୁଲିସ। ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍‌ ବେଟିଂର ସାମ୍ରାଜ୍ୟ…

୩ ବିଜେପି ନେତାଙ୍କୁ ହତ୍ୟା

ଶ୍ରୀନଗର : ଆତଙ୍କବାଦୀମାନେ ରାତିରେ ୩ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାଟି ଦକ୍ଷିଣ କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଘଟିଛି। ଜମ୍ମୁ କାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି କି ଆତଙ୍କବାଦୀ ସଂଗଠନର ‘ରେଜିଷ୍ଟାନ୍ସ ଫ୍ରଣ୍ଟ‘ (ଆରଏଫ) ଏହି ଆକ୍ରମଣ ଘଟାଇଛି।…

କଙ୍ଗନା ଓ ରଙ୍ଗୋଲିଙ୍କ ବିରୋଧରେ ମାମଲା…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ପାଇଁ ବଢ଼ିଲା ଅଡ଼ୁଆ। ସୋସିଆଲ ମିଡିଆଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା କଙ୍ଗନାଙ୍କ ବିରୋଧରେ ମାମଲା ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇ କୋର୍ଟ। କେବଳ କଙ୍ଗନା ନୁହେଁ ତାଙ୍କ ଭଉଣୀ ରଙ୍ଗୋଲୀ ଚାଣ୍ଡେଲଙ୍କ ବିରୋଧରେ ମଧ୍ୟ…

ଆସିଲାଣି ଶୀତ, କମିଲାଣି ୪ ସହରର…

ଭୁବନେଶ୍ୱର: ମୌସୁମୀ ବିଦାୟ ନେବା ପରେ ପାଦ ଥାପିଲାଣି ଶୀତ। ରାଜ୍ୟରେ ଦୁଇ ତିନି ଦିନ ହେବ ହାଲ୍‌କା ଶୀତ ହେଲାଣି। ଶୀତ ଆରମ୍ଭ ନ ହେଉଣୁ ରାଜ୍ୟରେ ୪ ସହରରେ ପାରଦ ତଳକୁ ଖସିଲାଣି। ୪ ସହରର ତାପମାତ୍ରା ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଲାଣି। ସୋନପୁର ଜିଲ୍ଲାରେ ଅଧିକ ଶୀତ ହେବା ସହ ତାପମାତ୍ରା ୧୨.୮…

କରୋନା ମୁକାବିଲାରେ ସହାୟକ ହେବ ବିସିଜି…

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆସିଲା ଭଲ ଖବର। ବୟସ୍କ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରେ ବିସିଜି ଟିକା। ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡିଛି। ବିଶେଷଜ୍ଞଙ୍କ ମୁତାବକ, ବିସିଜି ଟିକା ଟିକା ବୟସ୍କଙ୍କ ଦେହରେ ଟି ସେଲ୍ ବୃଦ୍ଧି କରିବା ସହ…

ପୁଅ ପାଇଁ କ୍ଷମା ମାଗିଲେ କୁମାର ସାନୁ

ମୁମ୍ୱାଇ : ‘ବିଗ୍‌ବସ୍‌ ୧୪’ ଜାନ କୁମାର ସାନୁ ନିଜର ଧମାଲ ଦେଖାଉଛନ୍ତି । ସେ ହେଉଛନ୍ତି ବଲିଉଡ ସିଙ୍ଗର କୁମାର ସାନୁଙ୍କ ପୁଅ । ତେବେ ଜାନ ‘ବିଗ୍‌ବସ୍‌ ୧୪’ ମରାଠି ଭାଷାକୁ ନେଇ କିଛି ଖରାପ କମେଣ୍ଟ ଦେଇଥିଲେ । ପୁଅର ଏହି କମେଣ୍ଟ ପରେ କୁମାର ସାନୁ ଅଡୁଆରେ ପଡ଼ି ଯାଛନ୍ତି । ସୂଚନା ଅନୁସାରେ, ଜାନ…

ପୂର୍ବତନ ପ୍ରେମିକ କଥା ହେଲାନି ବୋଲି…

ନୂଆଦିଲ୍ଲୀ: ଅସାମାଜିକ ବ୍ୟକ୍ତି ତଥା ଦୁର୍ବୃତ୍ତ ମାନେ ଯୁବତୀ, ମହିଳାଙ୍କ ଉପରେ ଏସିଡ ମାଡ଼ କରିବା ଘଟଣା ପୂର୍ବରୁ ବହୁଥର ଶୁଣିଥିବେ। ହେଲେ ଜଣେ ପୁରୁଷ ଉପରେ ଜଣେ ମହିଳା ଏସିଡ ମାଡ଼ କରିଥିବା ଘଟଣା କେବେ ଶୁଣିଛନ୍ତି କି? ଏକଥା ଅବିଶ୍ବାସ ଲାଗିଲେ ବି ସତ। ଏଭଳି ଅଭାବନୀୟ ଘଟଣା ଘଟିଛି ତ୍ରିପୁରାର…

ଦେଶରେ କରୋନା: ୨୪ ଘଣ୍ଟାରେ ୫୬୩ କରୋନା…

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୪୮,୬୪୮ କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୫୬୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ କରୋନା ମୃୃତ୍ୟୁ ସଂଖ୍ୟା ୧ଲକ୍ଷ ୨୧ ହଜାର ୯୦କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତ ସଂଖ୍ୟା ୮୦ ଲକ୍ଷ ୮୮ ହଜାର ୮୫୧ କୁ ବୃଦ୍ଧି ପାଇଛି । ମୋଟ କେସ୍ ୫,୯୪,୩୮୬ ଆକ୍ଟିଭ୍…

ଚଳିତ ବର୍ଷ ହେବନି ବାଲିଯାତ୍ରା

କଟକ: ଚଳିତ ବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନି ସୂଚନା ଦେଇଛନ୍ତି। ଏଥିସହ ସାମୁହିତ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ବାରଣ କରାଯାଇଛି। କଟକରେ କରୋନା ସଂକ୍ରମଣକୁ ଏବଂ ଭିଡକୁ…