Odisha Link
Bridging the Missing Links in Odisha
Daily Archives

October 30, 2020

ପାକ୍ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି:…

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା। ପାକ୍ ମନ୍ତ୍ରୀ ଫୱାଦ ଚୌଧୁରୀ ପାକ୍ ସଂସଦରେ ଏନେଇ ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ଏହା ଇମ୍ରାନ୍ ସରକାରର ବଡ଼ ସଫଳତା ଥିଲା ବୋଲି କହିବାକୁ ସେ ପଛାଇ ନାହାନ୍ତି। ପ୍ରଥମ ଥର ପାଇଁ ଭାରତ ବିରୋଧରେ ଏକ ଆତଙ୍କବାଦୀ…

ଭ୍ୟାନ୍ ଓଲଟି ୬ ମୃତ, ୯ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଭ୍ୟାନ୍‌ରେ…

ସ୍କର୍ପିଓ ଜାଳି, ନିସ୍ତୁକ ମାଡ଼ ମାରିଲେ…

ରାଉରକେଲା: ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ। ରାଉରକେଲା ଟାଙ୍ଗରପାଲି ଥାନା କଚରାପଲ୍ଲୀ ହେକେଟ ରୋଡ଼ରେ ଆଜି ଭୋରରୁ ଏକ ସ୍କର୍ପିଓକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିସହ…

ଆକ୍ରମଣ ଭୟରେ ଅଭିନନ୍ଦନଙ୍କୁ ଛାଡ଼ିଥିଲା…

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ଭାରତର ଆକ୍ରମଣ ଭୟରେ ଅଭିନନ୍ଦନଙ୍କୁ ପାକିସ୍ତାନରୁ ଛଡାଯାଇଥିଲା ବୋଲି ପାକିସ୍ତାନ ସଂସଦରେ ପିଏମଏଲଏନ ସାଂସଦ ଆୟାଜ ସାଦିକ କହିଛନ୍ତି। ସାଦିକ କହିଛନ୍ତି ପାକିସ୍ତାନ ଅଭିନନ୍ଦନଙ୍କୁ ନ ଛାଡିଲେ, ପାକିସ୍ତାନ ଉପରେ କାଳେ ଭାରତର ଆକ୍ରମଣ…

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ବର: ଧନସମ୍ପଦ, ଐଶ୍ବର୍ଯ୍ୟ, ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କର ଆଜି ପୂଜା। ମହାମାୟା ମେଲାଣି ପରେ ଆଜି ଧରାବତରଣ କରିବେ ମା’ ଲକ୍ଷ୍ମୀ। କରୋନା କଟକଣା ମଧ୍ୟରେ ପାଳିତ ହେବ ମା'ଙ୍କ ପୂଜା। ରାଜ୍ୟସାରା ମା'ଙ୍କ ପୂଜା ପାଳିତ ହେଉଥିବା ବେଳେ ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜା ଖୁବ୍‌…

କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ୩ ବିଜେପି…

ଶ୍ରୀନଗର: ଅତଙ୍କବାଦୀଙ୍କ ଟାର୍ଗେଟରେ ବିଜେପି ନେତା। ଗୁରୁବାର ବିଳମ୍ବିତ ସଂଧ୍ୟାରେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ତିନିଜଣ ସ୍ଥାନୀୟ ବିଜେପି ନେତାଙ୍କ ଉପରକୁ ଆତଙ୍କୀ ଆକ୍ରମଣ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନିଶ୍ଚିତ କରି…