ରାଜଧାନୀରୁ ଜବତ ହେଲା ବ୍ରାଉନ ସୁଗାର
![](https://www.odishalink.com/wp-content/uploads/2019/12/brown-sugar.jpg)
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣରୁ ଶନିବାର ଏସଟିଏଫ୍ ଟିମ୍ ବ୍ରାଉନ ସୁଗାର ଜବତ କରିଛି। ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ୧୭ ଲକ୍ଷ ଟଙ୍କା ହେବାର ଅନୁମାନ କରାଯାଉଛି।
ଏଥିରେ ସଂପୃକ୍ତ ବାଲେଶ୍ୱରର ସେକ ହସିମ ବକ୍ସକୁ ଏସଟିଏଫ ଗିରଫ କରିଛି।
Comments are closed.