ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଗୁଜୁରାଟ: ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସରେ ସର୍ଦ୍ଦାର ପଟେଲଙ୍କୁ କେୱାଡିଆରେ ମୋଦି ଜଣାଇଛନ୍ତି ଶ୍ରଦ୍ଧା ସୁମନ। ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଁଚି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତିରେ ଜଣାଇଛନ୍ତି ଶ୍ରଦ୍ଧାସୁମନ।
ଷ୍ଟାଚ୍ୟୁ ଅଫ୍ ୟୁନିଟି ଗସ୍ତ କରି ଶ୍ରଦ୍ଧାଂସୁମନ ଦେବା ପରେ ପ୍ରଧାନମନ୍ତ୍ରୀ ଏକତା ଦିବସ ପରେଡରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୋଦି ସିଭିଲ୍ ସର୍ଭିସେସ୍ କୁ ସଂବୋଧନ କରିବେ। ଏହାସହିତ ଆଜି ଏକ ସି ପ୍ଲେନ ସେବାକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।
Comments are closed.