Odisha Link
Bridging the Missing Links in Odisha
Daily Archives

November 1, 2020

ପ୍ରଚାର ବେଳେ ପ୍ରେମ: ଅସଂଯତ ଅବସ୍ଥାରେ…

ପାଟନା: କରୋନା କାଳରେ ବିହାରରେ ହେଉଛି ବିଧାନସଭା ନିର୍ବାଚନ। ସେଥିପାଇଁ ବିହାରରେ ଚାଲିଛି ଯୋରଦାର ପ୍ରଚାର। ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ମାନେ ଘରୁକୁ ଘର ବୁଲି ବୁଲି ସାଧାରଣ ଜନତାଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଆଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ ଦଳୀୟ କର୍ମୀ ମଧ୍ୟ ଜୋରସୋର ପ୍ରଚାର କରୁଛନ୍ତି। ଏସବୁ…

ଓଟିଭି ଷ୍ଟୁଡିଓ ବାହାରେ ଠିକା…

ଭୁବନେଶ୍ବର: ଆଜି ଖୋର୍ଦ୍ଧା ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା ଦେଇଛନ୍ତି। ସକାଳେ ସେମାନେ କାମ ପାଇଁ ଭିତରକୁ ଯିବା ସମୟରେ ବାରଣ କରାଯାଇଥିଲା। କର୍ମଚାରୀ ଅଭିଯୋଗ କରିଛନ୍ତି ଯେ, ଓଟିଭି ଏମଡି ଜାଗି ପଣ୍ଡାଙ୍କ ବାପା ଓ ଭାଇ ସେମାନଙ୍କୁ ଗାଳି ଦେଇ ବାହାରିଯିବାକୁ ଧମକ…

ଇତିହାସ ପାଲଟିବ ୩୯୬ ସ୍କୁଲ, କୋରାପୁଟରେ…

କୋରାପୁଟ: ରାଜ୍ୟର ଶିକ୍ଷା କ୍ଷେତ୍ରକୁ ନେଇ ପୁଣିଥରେ ଆରମ୍ଭ ହେଲା ଚର୍ଚ୍ଚ।। କିଛିଦିନ ତଳେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ନେଇ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅପରପକ୍ଷେ ୨୦୧୮ ରେ ନିଆଯାଇଥିବା ଏହି…

ଉପ ନିର୍ବାଚନ: ଆଜି ସରିବ ବାଲେଶ୍ୱର ଓ…

ଭୁବନେଶ୍ବର: ଆଜି ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର ସରିବ। ଏଥିପାଇଁ ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳର ଉଦ୍ୟମ ଜାରି ରଖିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ନେତା। ବିଜେଡି ପକ୍ଷରୁ ପ୍ରଚାର କରୁଛନ୍ତି ନେତା ଓ ଅଭିନେତା।…

ନୟାଗଡ଼: ମହାନଦୀରୁ ମିଳିଲା ବିରଳ ମାଛ

ନୟାଗଡ଼: ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କଣ୍ଟିଲୋ ଠାରେ ମହାନଦୀରୁ ରବିବାର ଏକ ବିରଳ ମାଛ ଉଦ୍ଧାର ହୋଇଛି। ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। ଗତକାଲି ଏ ଧରଣର ଏକ ମାଛ ସୋନପୁର ନିକଟରେ ମହାନଦୀରୁ ମିଳିଥିବା ବେଳେ ଆଜି କଣ୍ଟିଲୋରେ ମିଳିଛି। ଉଦ୍ଧାର ହୋଇଥିବା ମାଛଟିର…

ଆସନ୍ତାକାଲି ଠାରୁ ରାଜଧାନୀର ୧୭ଟି…

ଭୁବନେଶ୍ୱର: ଦୀର୍ଘ ସାତ ପରେ କରୋନ ସଂକ୍ରମଣ କମିବାରେ ଲାଗିଛି। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ମୋ ବସ୍ ସେବାକୁ ବନ୍ଦ ରଖିଥିଲେ। ତେବେ ଅନଲକ୍ ପ୍ରକ୍ରିୟାରେ କାଁ ଭାଁ ବସ୍ ଚାଲୁ ହୋଇଥିଲା।  ଆସନ୍ତାକାଲି ଠାରୁ ଭୁବନେଶ୍ୱରର  ୧୭ଟି ରୁଟରେ ମୋ ବସ୍ ଚାଲିବା ନେଇ…

ସଂସ୍କୃତି ନିର୍ଦ୍ଦେଶକ ହେଲେ ରଂଜନ କୁମାର…

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କୁ ବିଭାଗକର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କୁମାର ନାୟକ ଶନିବାର ଅବସର ଗ୍ରହଣ କରିଥିବାରୁ ଏହି ପଦରେ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ…

କରୋନା: ରାଜ୍ୟରେ ଆଖି ବୁଜିଲେ ୧୧…

ଭୁବନେଶ୍ୱର: ଦୀର୍ଘ ସାତ ପରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ରାଜ୍ୟରେ କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୭୦୯…

ଭୁବନେଶ୍ବର: ଦୀର୍ଘ ୭ ମାସ ପରେ ରାଜ୍ୟରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୭୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୮୨୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

ନିଆଁରେ ପୋଡ଼ି ହୋଇ ପରିବାରର ୩ ଗୁରୁତର

ବାରିପଦା: ମୟୁରଭଞ୍ଜ ଜିଲା ବେତନଟୀ ବ୍ଲକ ବଇଦପୁର ଗାଁରେ ପାରିବାରିକ କଳହରୁ ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଆଁରେ ପୋଡି ହୋଇ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ପାରିବାରିକ କଳହରୁ ପ୍ରଥମେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା। ମହିଳାକୁ ବଞ୍ଚାଇବାକୁ ଯାଇ ସ୍ବାମୀ ଓ…