Odisha Link
Bridging the Missing Links in Odisha
Daily Archives

November 2, 2020

ସୁଶାସନ ତାଲିକାରେ ତଳେ ଓଡ଼ିଶା

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଦେଶର ସବୁଠାରୁ ସୁଶାସିତ ରାଜ୍ୟ ତାଲିକା। ପବ୍ଲିକ୍‌ ଆଫାୟରସ୍‌ କମିଟି (ପିଏସି) ଏହି ତାଲିକା ପ୍ରକାଶ କରିଛି। ଯେଉଁଥିରେ ଦେଶର ସବୁଠାରୁ ସୁଶାସିତ ଓ ଖରାପ ଶାସିତ ରାଜ୍ୟର ନାମ ରହିଛି। ଏହି ସୁଶାସନ ରାଜ୍ୟ ତାଲିକାରେ ବାଜି ମାରିଛନ୍ତି ଅଣବିଜେପି ଓ କଂଗ୍ରସ ଶାସିତ ରାଜ୍ୟ…

WHOର ମହାନିର୍ଦ୍ଦେଶକଙ୍କୁ କରୋନା

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କୁ କରୋନା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସେ ନିଜକୁ ସେଲ୍‌ଫ୍‌ କ୍ୱାରେଣ୍ଟିନରେ ରଖିଥିବା ନେଇ ରବିବାର…

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାଜ୍ୟରେ କରୋନା: ୧୩୮୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୩୨୧୪ରେ ପହଞ୍ଚିଛି।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୯୮ଜଣ କ୍ବାରେଣ୍ଟାଇନ୍‌ରେ…

ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ଆଜି ପୋଲିସ ଡିଜି ଅଭୟ ସାଇବର କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ସାଇବର କମ୍ପ୍ଲେକ୍ସରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। ୨୦୦ ଜଣ ପୋଲିସଙ୍କୁ ଏଠି ଟ୍ରେନିଂ…

ଆଜିଠୁ ରାଜଧାନୀର ସବୁ ଆହାର କେନ୍ଦ୍ର…

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ଖୋଲିବ ଆହାର କେନ୍ଦ୍ର। କରୋନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ରାଜଧାନୀ ଭୁବନେଶ୍ବରର କିଛି ଆହାର କେନ୍ଦ୍ର ଗଡ଼ିକ ବନ୍ଦ ଥିଲା। ମାତ୍ର ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲିବ। ରାଜଧାନୀରେ ଆହାର କେନ୍ଦ୍ର ଖୋଲିବା ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ…

ଆଜିଠୁ କଟକରେ ସେରୋ ସର୍ଭେ ଆରମ୍ଭ

କଟକ: ଆଜିଠୁ କଟକରେ ଆରମ୍ଭ ହେବ ସେରୋ ସର୍ଭେ। କଟକ ସହରର ୨୫ଟି ୱାର୍ଡରେ କରାଯିବ ଏହି ସେରୋ ସର୍ଭେ କରାଯିବ। ଏହି ସେରୋ ସର୍ଭେରେ ୱାର୍ଡ ଅଫିସର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ନିୟୋଜିତ ହେବେ। ଆରଏମଆରସିର ୫ ଜଣିଆ ଟିମ୍ ଏହି ସେରୋ ସର୍ଭେ ଦାୟିତ୍ୱ ନେବେ। ପ୍ରତି ୱାର୍ଡରେ ସ୍କୁଲ, କଲ୍ୟାଣ ମଣ୍ଡପ ଓ…

ରାଜ୍ୟପାଳଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟପାଳଙ୍କୁ କରୋନା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ କରୋନା। ରାଜ୍ୟପାଳ ଏବଂ ତାଭ୍କ ପତ୍ନୀ ଉଭୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟପାଳ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କ ସସ୍ପଂର୍ଶରେ…

ଦେଶରେ କରୋନା: ୪୫,୨୩୦ ଆକ୍ରାନ୍ତ…

ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୪୫,୨୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୨୯ ହଜାର ୩୧୩ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆଜି କାର୍ତ୍ତିକ ପ୍ରଥମ ସୋମବାର,…

ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। କରୋନା ମହାମାରୀ ମଧ୍ୟରେ ହବିଷ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀ। ଫଳରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେହବିଷ୍ୟାଳୀଙ୍କ ଭିଡ ଦେଖିବାକୁ ମିଳିଛି। ମାତ୍ର ସବୁ ବର୍ଷ ଭଳି ଚଳିତ ବର୍ଷ କରୋନା ଯୋଗୁଁ ଭିଡ଼ କମିଛି। ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ମାନେ ହବିଷ…