Odisha Link
Bridging the Missing Links in Odisha
Daily Archives

November 2, 2020

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍, ୨ ହେଲପର…

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ-୨୦ ବୀରଗୋବିନ୍ଦପୁର ନିକଟରେ ଦୁର୍ଘଟଣା। ଚକା ବଦଲାଉଥିବା ବେଳେ ହେଲ୍‌ପରଙ୍କ ଉପରେ ମାଡିଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ୨ଜଣ ହେଲ୍‌ପରଙ୍କ ମୃତ୍ୟୁ ହୋଇଛି। ମୃତକ ୨ ହେଲ୍‌ପର ହେଲେ ଆନନ୍ଦପୁର ଥାନା ଜୋକନାଳି ଗାଁ ର ଲିପୁନ୍ ନାୟକ ଓ ସଂଜିବ ଘଡେଇ। ଘସିପୁରା…

ମୋଦିଙ୍କୁ ଶତୃଘ୍ନଙ୍କ କଟାକ୍ଷ: ପୃଥିବୀରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନାଙ୍କ କଟାକ୍ଷ। ମଜାଳିଆ ଢ଼ଙ୍ଗରେ ଟ୍ୱିଟ କରି ମୋଦିଙ୍କୁ କଟାକ୍ଷ କରିଛନ୍ତି ଶତ୍ରୁଘ୍ନ। ଶତ୍ରୁଘ୍ନ ନିଜ ଟ୍ୱିଟରରେ ଦୁଇଟି କ୍ଲିପ୍‌ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି,…

୫୫ ବର୍ଷରେ ପାଦ ଥାପିଲେ କିଙ୍ଗ୍‌ ଖାଁ…

ମୁମ୍ବାଇ: ଆଜି ବଲିଉଡ ବାଦଶାହ ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହରୁଖ। ଶାହରୁଖଙ୍କ ଜନ୍ମଦିନ ଅବସରରେ ବହୁ କଳାକାରଙ୍କ ସମେତ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୬୫ ନଭେମ୍ବର ୨ରେ ଶାହରୁଖ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ।…

ସଡ଼କ‌ ଦୁର୍ଘଟଣା: ୨ ମୃତ, ୨୫ ଆହାତ

ବୌଦ୍ଧ: ବୌଦ୍ଧ-ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ମର୍ମନ୍ତୁଦ ସଡ଼କ‌ ଦୁର୍ଘଟଣା। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଛି। ଏଥିସହ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଛନ୍ତି। ଆହାତ ଯାତ୍ରୀଙ୍କୁ ବୌଦ୍ଧ…

ମୁସଲିମ୍‌ଙ୍କୁ RSS ଶାଖାର ସମର୍ଥନ,…

ହାଇଦ୍ରାବାଦ: ଫ୍ରାନ୍ସରେ ଆତଙ୍କବାଦୀଙ୍କ ବର୍ବରତା ପରେ ସେଠାକାର ସହକାର ମୁସଲମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତରେ ଇସଲାମ ସଂପ୍ରଦାୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ବିରୋଧ କରାଯାଇଛି। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) ମଧ୍ୟ…

ଭାଙ୍ଗିଲା ୩୦ ବର୍ଷର ରେକର୍ଡ, ପ୍ରଥମ…

ସିଡନୀ: ଭାଙ୍ଗିଲା ୩୦ ବର୍ଷର ରେକର୍ଡ। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସୃଷ୍ଟି ହୋଇଛି ନୂଆ ରେକର୍ଡ। ସାଉଥ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପ୍ନର ୱିଲ୍ ପୁକୋଭସ୍କି ଓ ମାର୍କସ୍ ହାରିସ୍ ରେକର୍ଡ ଭାଗିଦାରୀ କରିଛନ୍ତି। ଦୁହେଁ ପ୍ରଥମ…

ଫ୍ରାନ୍ସ ସାମଗ୍ରୀ ବର୍ଜନ ପାଇଁ ଦାବି କଲା…

ହାଇଦ୍ରାବାଦ: ତେଲଙ୍ଗାନା କଂଗ୍ରେସ୍‌ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ ଇମାନୁଏଲ୍‌ ମାକ୍ରନ୍‌ଙ୍କ ପୁତ୍ତଳିକା ଦାହ କରାଯିବା ସହ ରାଜ୍ୟରେ ଫରାସୀ ସାମଗ୍ରୀ ବିକ୍ରି ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଶୁକ୍ରବାର ଦିନ ତେଲଙ୍ଗାନା କଂଗ୍ରେସ ସଂଖ୍ୟାଲଘୁ ଶାଖା ପକ୍ଷରୁ…