Odisha Link
Bridging the Missing Links in Odisha
Daily Archives

November 3, 2020

IPL ୨୦୨୦: ୧୧ ବର୍ଷ ପରେ ମିଳିତ ଭାବେ…

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ଚଳିତ ବର୍ଷ ଆଇପିଏଲ ଲିଗ୍। ଆଉ ଗୋଟାଏ ମ୍ୟାଚ ପରେ ଶେଷ ହେବ ଚଳିତ ଆଇପିଏଲର ଲିଗ୍‌ ପର୍ଯ୍ୟାୟ। ଏଥିସହିତ ୩ଟି ଦଳ ପ୍ଲେ ଅଫ‌କୁ ପ୍ରବେଶ କରି ସାରିଲେଣି। ଆଜି ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହ୍ରାଇଦ୍ରବାଦ ମ୍ୟାଚ ଉପରେ ମଧ୍ୟ ସମସ୍ତଙ୍କ ନଜର…

ଉପନିର୍ବାଚନ: ୧୧ଟା ସୁଦ୍ଧା ବାଲେଶ୍ୱରରେ…

ଭୁବନେଶ୍ବର: ଆଜି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଚାଲିଛି। ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ଓ ତିର୍ତ୍ତୋଲରେ ୭.୫୮ ପ୍ରତିଶତ…

ଆଳୁ ଓ ପିଆଜ ଦର ବୃଦ୍ଧି, ହନ୍ତ ସନ୍ତ…

ଭୁବନେଶ୍ୱର: କରୋନା ଯେତିକି କନ୍ଦଉଛି ତାଠୁ ଅଧିକ ଦାଉ ସାଜୁଛି ପନିପରିିବା । ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଆଳୁ ଓ ପିଆଜ ଦର। ସାଧାରଣ ଲୋକଙ୍କୁ ଆଳୁ ଦର କିଲୋ ପିଛା ୪୫ଟଙ୍କା ଅତିଷ୍ଠ କରୁଥିବାବେଳେ ସରକାର କେବଳ ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିବାକୁ ନେଇ…

ଚାନ୍ଦବାଲିର ବୁରିଜାଲ ଗାଁରେ ବୋମା ମାଡ଼

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଉତୁକୁଡା ଗ୍ରାମପଞ୍ଚାୟତର ବୁରିଜାଲ ଗାଁରେ କିଛିଦିନ ବ୍ୟବଧାନ ପରେ ପୁଣି ଫୁଟିଲା ବୋମା। ବୋମାମାଡ଼ରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୫ରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଲିଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ଚନ୍ଦାପଣ ପାଇଁ ବୈବାହିକ ଜୀବନରେ ଝଡ଼,…

ମୁମ୍ବାଇ: ଆପଣ ମାନେ ବଲିଉଡର ରୋମାଣ୍ଟିକ ହିରୋ ଆୟୁଷ୍ମାନ୍‌ ଖୁରାନାଙ୍କ ଚଳଚ୍ଚିତ୍ର 'ବାଲା' ଦେଖିଥିବେ ନିଶ୍ଚୟ। ସେଥିରେ ଆୟୁଷ୍ନାନଙ୍କ ଚନ୍ଦାପଣ ପାଇଁ ତାଙ୍କୁ କେତେ ଅପଦସ୍ତ ହେବାକୁ ପଡ଼ିଥିଲା ଆଉ ତାଙ୍କ ବୈବାହିକ ଜୀବନରେ କେମିତି ଝଡ଼ ଆସିଥିଲା ତାହା ଆପଣ ମାନେ ଦେଖିଥିବେ ନିଶ୍ଚିତ। ହେଲେ ସେଇଟା…

ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର: ଆଜି ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ UG ଓ PG ବର୍ଗର ଟପ୍ପର ତାଲିକା ପ୍ରକାଶ କରିଛନ୍ତି। ଅକ୍ଟୋବର ୩୦ରେ UG ଓ PG ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଟପ୍ପର ତାଲିକା ପ୍ରକାଶ ପାଇ ନଥିବାରୁ ଛାତ୍ର ସଂଗଠନ ପ୍ରତିବାଦ କରିଥିଲେ।…

ଭୋଟରମାନଙ୍କୁ ଟଙ୍କା ବାଣ୍ଟି ମହିଳା ଗିରଫ

ବାଲେଶ୍ୱର: ଭୋଟରମାନଙ୍କୁ ଟଙ୍କା ବାଣ୍ଟିବା ସମୟରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ୍। ଗ୍ରାମବାସୀମାନେ ଉକ୍ତ ମହିିଳାଙ୍କୁ ଅଟକ ରଖି ପୁଲିସ୍ ଜିମା ଦେଇଛନ୍ତି। ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରାଯାଇଛି। ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା…

କରୋନା: ରାଜ୍ୟରେ ଆଖି ବୁଜିଲେ ୧୨…

ଭୁବନେଶ୍ୱର: ଦୀର୍ଘ ସାତ ପରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ରାଜ୍ୟରେ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୫୨କୁ ବୃଦ୍ଧି ପାଇଛି। ୧୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୨୦୧…

ଭୁବନେଶ୍ବର: ଦୀର୍ଘ ୭ ମାସ ପରେ ରାଜ୍ୟରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

କରୋନା: ଦେଶରେ ୩୮୩୧୦ ନୂଆ ପଜିଟିଭ୍‌…

ନୂଆଦିଲ୍ଲୀ: ଦୀର୍ଘ ସାତ ମାସ ପରେ ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ କମିବାରେ ଲାଗିଛି। କରୋନା ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩ ରେ ପହଞ୍ଚିଛି। ଠିକ୍‌ ସେହିପରି ଗୋଟିଏ ଦିନରେ ୪୯୦ ଜଣ କରୋନା…