Odisha Link
Bridging the Missing Links in Odisha
Daily Archives

November 3, 2020

ଉପନିର୍ବାଚନ: ୯ଟା ସୁଦ୍ଧା ୭.୫୮ ପ୍ରତିଶତ…

ଭୁବନେଶ୍ୱର: ଆଜି ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି। କୋଭିଡ଼ କଟକଣା ଭିତରେ ନିର୍ବାଚନ ଚାଲିଛି। ସକାଳ ୯ଟା ସୁଦ୍ଧା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ୍ ୭.୫୮ ପ୍ରତିଶତ ମତଦାନ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୬.୪%, ରଘୁନାଥପୁର ବ୍ଲକରେ…

୪ର୍ଥ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

TO READ THIS NEWS IN ENGLISH CLICK HERE ଭୁବନେଶ୍ବର: ଯୁବ ଲେଖକଙ୍କ ପାଇଁ ବହୁ ପ୍ରତୀକ୍ଷିତ ମଞ୍ଚ ଭାବେ ପରିଚିତ ପୁରସ୍କାରର ସମୟ ଆସିଯାଇଛି। ଭୁବନେଶ୍ବରରୁ ଓଡ଼ିଆ ମିଡିଆ ପରିଚାଳିତ ଦେଶର ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଜଣାଶୁଣା 'ପେନ୍‌ ଇନ୍‌ ବୁକ୍ସ' ପକ୍ଷରୁ ଏହାର ବାର୍ଷିକ ଯୁବ ଲେଖକ…

ଉପନିର୍ବାଚନ: ଭୋଟ ଦେଲେ ବେଣୁ ମଉସା

ବାଲେଶ୍ବର: ଆଜି ସକାଳୁ ଆରମ୍ଭ ହୋଇଛି ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ। ତେବେ କରୋନା କଟକଣାକୁ ମାନି ଭୋଟ୍ ଦେଉଛନ୍ତି ମତଦାତା। ଏହିକ୍ରମରେ ବାଲେଶ୍ୱର ସଦରର ଚର୍ଚ୍ଚିତ ପ୍ରାର୍ଥୀ ତଥା…

ଆଜି ବିହାରରେ ଦ୍ବିତୀୟ ପର୍ଯ୍ୟାୟ…

ପାଟନା: ଆଜି ବିହାରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ କରାଯାଉଛି। ୨.୮୬ କୋଟିରୁ ଅଧିକ ଭୋଟର ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ କରିବେ। ୧୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୧୬ ଜଣ ପୁରୁଷ, ୧୪୬ ଜଣ…

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ଏଥରର ନିର୍ବାଚନକୁ ପ୍ରଭାବିତ କରିଛି କରୋନା ମହାମାରୀ। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି।…

ଆରମ୍ଭ ହେଲା ବାଲେଶ୍ବର ସଦର ଓ…

ଭୁବନେଶ୍ବର: ସବୁ ଅପେକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। କୋଭିଡ୍ କଟକଣା ମଧ୍ୟରେ ଉଭୟ ଆସନରେ ଉପନିର୍ବାଚନ ଭୋଟ ଗ୍ରହଣ କରାଯାଉଛି।ଭୋଟରମାନେ ଗ୍ଲୋଭସ ପିନ୍ଧି ଇଭିଏମ ବଟନ୍ ଦବାଇ ନିଜ ପସନ୍ଦର…

ମଥୁରା ମନ୍ଦିରରେ ନମାଜ ପାଠ: ୪ ଜଣଙ୍କ…

ମଥୁରା: ମନ୍ଦିର ଭିତରେ ନମାଜ ପାଠ କରିବା ପଡ଼ିଲା ମହଙ୍ଗା। ଏଭଳି ଘଟଣା ଘଟଛି ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳରେ। ମଥୁରାରେ ଥିବା ଏକ ମନ୍ଦିରରେ ନମାଜ ପାଠକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମଥୁରାର ନନ୍ଦ ବାବା ମନ୍ଦିରରେ ନମାଜ ପାଠ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ୪ ଜଣ ଲୋକଙ୍କ ବିରୋଧରେ…

କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଲେ…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ଚେନ୍ନାଇର ଏହି ଅଲରାଉଣ୍ଡର ୨୦୨୧ରୁ ଆଉ ହଳଦିଆ ଜର୍ସିରେ ନଜର ଆସିବେନି। କ୍ରିକେଟ ମଇଦାନରେ ଆଉ ଦେଖିବାକୁ ମିଳିବନି ବିଶ୍ବ କ୍ରିକେଟର ଷ୍ଟାର ଖେଳାଳି ସେନ୍‌…