Odisha Link
Bridging the Missing Links in Odisha
Daily Archives

November 4, 2020

ଅର୍ଣ୍ଣବଙ୍କ ଗିରଫକୁ ନିନ୍ଦା କଲେ ୪…

ମୁମ୍ବାଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍‌ ଗିରିଫ କରିଛି। ଅର୍ଣ୍ଣବଙ୍କ ବାସଭବନରୁ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ଏହାକୁ ୪ ଜଣ କେନ୍ଦ୍ରମନ୍ତ୍ରୀ ନିନ୍ଦା କରିଛନ୍ତି। ୨୦୧୮ ମସିହାର ଜଣେ ଇଂଟେରିୟର ଡିଜାଇନର ଆତ୍ମହତ୍ୟା…

ରାଜରାସ୍ତାରେ ଯୁବତୀଙ୍କୁ ଛୁରାମାଡ଼

ନୂଆପଡ଼ା: ରାଜରାସ୍ତାରେ ୨ ଯୁବତୀଙ୍କୁ ଛୁରାମାଡ଼। ନୂଆପଡ଼ା ବୋଡ଼େନ୍‌ ବଜାରରେ ଏଭଳି ଗୁଣ୍ଡାରାଜ୍‌ ଦେଖିବାକୁ ମିଳିଛି। ରାସ୍ତାରେ ୨ ଯୁବତୀଙ୍କୁ ଛୁରାମାଡ଼ କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ଅଣ୍ଟା, ବେକ, ହାତକୁ ଛୁରାମାଡ଼ କରିଛନ୍ତି। ଛୁରାମାଡ଼ରେ ୨ ଯୁବତୀ ଗୁରୁତର ହୋଛନ୍ତି। ୨ ଯୁବତୀଙ୍କୁ ବୋଡ଼େନ୍‌…

ରାସ୍ତା କଡରେ ଦୀପ ଦୋକାନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ଲାଗୁ କରାଯାଉଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ରାସ୍ତା କଡରେ ଦୀପ ଦୋକାନ ଖୋଲିବାକୁ ମନା କରାଯାଇଛି। କେବଳ ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ ଖୋଲିବାକୁ ଅନୁମତି ମିଳିବ। ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ…

ଡିସେମ୍ବର ପହିଲାରୁ ଦ୍ଵିତୀୟ ଇକୋ…

ପୁରୀ: ଶୀତ ଦିନ ଆସିବା ସହ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍। ଚଳିତ ବର୍ଷ ରାମଚଣ୍ଡୀଠାରେ ଆରମ୍ଭ ହେବ ଦ୍ଵିତୀୟ ଇକୋ ରିଟ୍ରିଟ୍‌। ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଏହି ରିଟ୍ରିଟ୍‌ ହେବ। ପର୍ଯ୍ୟଟକଙ୍କ ପାଇଁ ୩ ମାସ ଧରି ଚାଲିବାକୁ…

ରାଜଧାନୀରୁ ଆଉ ୭୫ କରୋନ‌ା ଆକ୍ରାନ୍ତ…

ଭୁବନେଶ୍ୱର: ରାଜଧାନୀରେ କିଛି ଦିନ ହେବ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ଆଉ ୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୪ ଜଣ ରହିଥିବା ବେଳେ ୬୧ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ…

ମାଲକାନଗିରିରେ ମାଓ ଷଡଯନ୍ତ୍ର ପଣ୍ଡ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓ ଷଡଯନ୍ତ୍ର ପଣ୍ଡ। ମାଲକାନଗିରି ସିନ୍ଦିପୁଟ ପାଖରେ ପୋଲିସକୁ ବଡ ସଫଳତା ମିଳିଛି। ମାଓବାଦୀଙ୍କ ଦ୍ୱାରା ଲୁଚା ଯାଇଥିବା ଲ୍ୟାଣ୍ଡଲାଇନ୍ ଠାବ କରି ନିଷ୍କ୍ରିୟ କରରାଯାଇଛି। ଏଥିସହ ବିପୁଳ ପରାମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ। ବିଏସଏଫ ଓ…

ଭୋଟ୍‌ ଗଣତି ବନ୍ଦ କରାଇବାକୁ ସୁପ୍ରିମ୍‌…

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ସରିବା ପରେ ଜାରି ରହିଛି ଭୋଟ୍ ଗଣତି। ଭୋଟ୍ ଗଣତି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଗଣତି ପରେ ସ୍ପଷ୍ଟ ହେବ ଆମେରିକାର ନୂଆ ରାଷ୍ଟ୍ରପତି । ତେବେ କେବଳ ଆମେରିକା ନୁହଁ , ସାରା ବିଶ୍ୱର ନଜର ଏହା ଉପରେ ରହିଛି। ଆମେରିକାରେ ରାଷ୍ଟ୍ରପତି ହେବା…

ବାଣ ଦୋକାନ ସିଲ୍, ୨୦ ହଜାର ତଣ୍ଡ

ପାଲଲହଡା: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଘାଯାଇଛି। ଏନେଇ କାଲି ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ପାଲଲହଡା ମୁଖ୍ୟ ବଜାରରେ ଏହି ନିୟମ ଉଲଘଂନ ଦେଖିବାକୁ ମିଳିଛି। ପାଲଲହଡାରେ ଖୋଲାଥିବା ୨ଟି ବାଣ ଦୋକାନ ସିଲ୍…

ଉପନିର୍ବାଚନ: ୨ଟି ଆସନରେ ଜିତିବା ନେଇ…

ବାଲେଶ୍ୱର: ଗତକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ସରିଛି। ଉପନିର୍ବାଚନ ପରେ ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି। ୨ ଟି ଆସନେରେ ଜିତିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ଦେବୀ କହିଛନ୍ତି ଯେ, ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ବଡ ବ୍ୟବଧାନରେ ଦଳ ଜିତିବ।…

ଆଦିତ୍ୟ ଦାସ ମୃତ୍ୟୁ ମାମଲା:…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। କ୍ରାଇମବ୍ରାଞ୍ଚ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିନପାରିଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଆସନ୍ତା ୧୧ ତାରିଖ ସୁଦ୍ଧା ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ ହାଇକୋର୍ଟ…