ପୋଖରୀରେ ବୁଡ଼ି ଗଲେ ଦୁଇ ସାଙ୍ଗ By ପ୍ରଗତି ପଣ୍ଡିତ On Nov 5, 2020 ଢ଼େଙ୍କାନାଳ: ଗନ୍ଦିଆ ଥାନା କରମୂଳ ଗାଁରେ ଅଭାନାୟ ଘଟଣା ଘଟିଯାଇଛି। ଦୁଇ ସାଙ୍ଗ ଗୋଡ଼ି ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ୨ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତକ ହେଲେ ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ। dhenkanalDrownedOdisha Share
Comments are closed.