ଆଖି ବୁଜିଲେ ଆଉ ୧୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
Regret to inform the demise of fourteen #COVID19 positive patients while under treatment in hospitals.
1. A 60-year-old male of Mayurbhanj district who was also suffering from Diabetes Mellitus & Hypertension.
2. A 90-year-old male of Mayurbhanj district.— H & FW Dept Odisha (@HFWOdisha) November 5, 2020
ମୟୁରଭଞ୍ଜ,ଭୁବନେଶ୍ବରରୁ ୩ ଲେଖାଏଁ ସର୍ବାଧିକ ମୃତ୍ୟୁ ବରଣ କରିଛନ୍ତି। କଟକ, ସୁନ୍ଦରଗଡ଼ରୁ ୨ ଜଣ , ସମ୍ବଲ ପୁର, ନୟାଗଡ଼, ଗଞ୍ଜାମ, ନବରଙ୍ଗ ପୁରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।
Comments are closed.