Odisha Link
Bridging the Missing Links in Odisha
Daily Archives

November 5, 2020

ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ…

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାସ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଆଜି ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଜୀବନ ପ୍ରଦାପ ଦାସ ବାଲେଶ୍ୱରର ପୂର୍ବତନ ବିଧାୟକ।

ଦୈନିକ ସାଢେ ୪ ଘଣ୍ଟା ହେବ ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ଶୀତଅଧିବେଶନ। ଶୀତଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି ସୂଚନା ଦେଇ କହିଛନ୍ତି ଯେ, ଶୀତ ଅଧିବେଶନ ଦୈନିକ ମାତ୍ର ସାଢେ ୪ ଘଣ୍ଟା ଚାଲିବ। ତେବେ ପ୍ରଶ୍ନକାଳ ହେବ କି ନାହିଁ ସେନେଇ କିଛି…

ମାଫିଆ ଓ ଗ୍ରାମବାସୀ ମୁହାଁମୁହିଁ: ଦୁଇ…

ଚଢ଼େଇଧରା: ବେଆଇନ ପଥର ଖନନ, ପରିବହନ ଓ ବେଆଇନ କ୍ରସର ଚାଲିବାକୁ ନେଇ ଗ୍ରାମବାସୀ ଓ ମାଫିଆଙ୍କ ମଧ୍ୟରେ ମୁହାଁ ମୁହିଁ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ମହିସରା ପଂଚାୟତ ରାହାଡ଼ପୁର କଳାପଥର ପାହାଡ଼ରେ ମାଫିଆ ମାନେ ବେଆଇନ ଭାବରେ ପଥର ଖନନଓ ଚୋରା ଚାଲଣା କରୁଥିଲେ। ବେଆଇନ ପଥର ଖନନକୁ ବାବା…

ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୫ ମୃତ

ଭାଗଲପୁର: ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ବିହାରର ଭାଗଲପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଡଙ୍ଗା ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ନାୱଗଛିୟାର ଗୋପାଳପୁର ତୀନଟଙ୍ଗା ଜାହାଜ ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା। କୁହାଯାଉଛି ଯେ, ଶ୍ରମିକ ଓ କୃଷକମାନେ ଏକ ଘରୋଇ ଡଙ୍ଗାରେ ବସି…

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

ବଣାଇ: ଗତକାଲି ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ କୁଚେଇତା ଗ୍ରାମରେ ଘଟିଛିl ହାତୀମାନେ ଧାନ ଖାଇବାକୁ ଜଙ୍ଗଲ ନିକଟସ୍ଥ ଗ୍ରାମକି ଆସିଥିଲେ। ସୂଚନା ଅନୁସାରେ, ରାଉରକେଲା ବନଖଣ୍ଡର ବାଙ୍କୀ…

ଘୁଞ୍ଚିଲା ଏକକ ପିଜି ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଘୁଞ୍ଚିଲା ଏକକ ପିଜି ପାଇଁ ନାମଲେଖା ପ୍ରକ୍ରିୟା। ଆସନ୍ତା ନଭେମ୍ବର ୧୬ରେ ଏକକ ପିଜି ପାଇଁ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ।ପୂର୍ବରୁ ୧୦ ତାରିଖରେ ଏହା ପ୍ରକାଶ ପାଇବାର ଥିଲା। ଡିସେମ୍ବର ୧୬ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ…

କୃଷି ଆଇନକୁ ବିରୋଧ: ରାଜରାସ୍ତାରେ ଶହ ଶହ…

ଭୁବନେଶ୍ୱର: ନୂତନ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ଶହ ଶହ ଚାଷୀ। ଆଜି ଭୁବନେଶ୍ୱରରେ ନବ ନିର୍ବାଣ କୃଷି ସଂଗଠନ ପକ୍ଷରୁ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରାଯାଇଛି। ଏହାର ପ୍ରତିବାଦରେ ଶହ ଶହ ଚାଷୀ ଜାତୀୟ ରାଜପଥ ଉପରେ ବସିଛନ୍ତି। ଆନ୍ଦୋଳନ ପାଇଁ ଭୁବନେଶ୍ୱରକୁ ଆସୁଥିବା ଏକ ବିରାଟ…

ଦିଲ୍ଲୀରେ କରୋନାର ତୃତୀୟ ଲହର,…

ନୂଆଦିଲ୍ଲୀ: ଅଣାୟତ କଲାଣି ମହାମାରୀ କରୋନା। ଗତ କିଛିଦିନ ମଧ୍ୟରେ ଦେଶର ରାଜଧାନୀରେ ଦ୍ରୁତ ଗତିରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମ କରିଥିବା ବେଳେ ଦିଲ୍ଲୀରେ ମୋଟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଉର୍ଦ୍ଧ୍ବ ରହଛି। ଏହାକୁ ନେଇ ଦିଲ୍ଲୀ…

ବିପଦରେ ଯାତ୍ରା କଳାକାରଙ୍କ ଜୀବିକା, ରାଜ…

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଅନେକ ଲୋକ ନିଜର ଜୀବିକା ହରାଇଛନ୍ତି। ଏହି କାରଣରୁ ଲୋକମାନେ ଅନେକ ସ୍ଥାନରେ ଚୋରି ଆରମ୍ଭ କରିଲେଣି । ତେବେ କଳାକାରଙ୍କ ଜୀବିକା ଉପରେ କରୋନା ବେଶ ପ୍ରଭାବିତ କରିଛି । ଯାତ୍ରା ଜଗତ ଓ ଯାତ୍ରା କଳାକାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଯାତ୍ରାକୁ ଅନୁମତି…

ଆମେରିକା ନିର୍ବାଚନ: ପୁନଃ ଗଣତି ଦାବି…

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ନେଇ ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ୱିସକିନସନ୍ରେ ପୁଣି ଥରେ ଭୋଟ ଗଣତି…