Odisha Link
Bridging the Missing Links in Odisha
Daily Archives

November 6, 2020

ଏଣିକି ହ୍ୱାଟ୍ସଆପରେ ପଠାଇ ହେବ ଟଙ୍କା,…

ନୂଆଦିଲ୍ଲୀ: ହ୍ୱାଟ୍ସ ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଗୁଗୁଲ୍ ପେ ଓ ଫୋନ୍ ପେ ଭଳି ହ୍ୱାଟ୍ସଆପରେ ମଧ୍ୟ ପଠାଇହେବ ଟଙ୍କା।। ଏ ନେଇ ଭାରତୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ଫେସ୍ବୁକ୍ ଗ୍ରୁପ୍ର ସିଇଓ ମାର୍କ ଜୁକରବର୍ଗ ସୂଚନା ଏନେଇ ସୂଚନା ଦେଇଛନ୍ତି।…

ଏସସିବିରେ ଉଦଘାଟିତ ହେଲା VRDL

କଟକ: କଟକ ଏସସିବି ମେଡିକାଲ ପରିସରରେ ଉଦଘାଟିତ ହେଲା( VRDL) ଭିଆରଡିଏଲ। କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଦ୍ୱାରା ଏହି (VRDL) ଭିଆରଡିଏଲ ଉଦଘାଟିତ ହୋଇଛି। ଏହି ଭିଆରଡିଏଲ ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ( VRDL) ଭାଇରସ ରିଚର୍ଚ୍ଚ ଡାଇଗ୍ନୋଷ୍ଟିକ ଲାବରେଟୋରୀରେ କରୋନା ଭୂତାଣୁର ଗବେଷଣା…

ନିର୍ବନ୍ଧ ବନ୍ଧନରେ ବାନ୍ଧି ହେଲେ ଗୌହର…

ମୁମ୍ବାଇ: ନିର୍ବନ୍ଧ ବନ୍ଧନରେ ବାନ୍ଧି ହେଲେ ବିଗ୍‌ବସ୍‌ ୭ର ବିଜେତା ତଥା ଜଣାଶୁଣା ମଡେଲ୍‌ ଗୌହର ଖାନ୍। ଗତକାଲି ଗୌହର ନିର୍ବନ୍ଧ କରିଛନ୍ତି। ଗୌହର ତାଙ୍କର ପୁରୁଷ ବନ୍ଧୁ ଇଶ୍ମାଇଲ ଦରବାରଙ୍କ ପୁଅ ଜୈଦ ଦରବାରଙ୍କ ସହ ନିର୍ବନ୍ଧ କରିଛନ୍ତି। ସେମାନେ ଡିସେମ୍ବର ୨୪ରେ ବିବାହ କରିବେ ବୋଲି ଶୁଣିବାକୁ…

କରୋନା: ୧.୭୦ କୋଟି ମୂଷାଙ୍କୁ ମାରିବ ଏହି…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ସାରା ବିଶ୍ବବାସୀ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି। ବିଶ୍ବର କିଛି ଦେଶ ଏହି ମହମାରୀକୁ ପ୍ରତିହତ କରି ଅଣ୍ଟା ସଳଖ କରିବା ବେଳକୁ ପୁଣିଥରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଦେଖିବାକୁ ମିଳିଛି। ୟୁରୋପ, ଇଟାଲୀ, ସ୍ପେନ୍, ବ୍ରିଟେ୍ନ ଆଦି ଦେଶରେ କରୋନାର…

ଅଶ୍ଳୀଳ ଭିଡିଓ ସୁଟ୍‌: ଗିରଫ ପରେ…

ଗୋଆ: ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କୁ ମିଳିଲା ବେଲ୍। ଗୋଆ ସମୁଦ୍ରକୂଳରେ ଅଶ୍ଲୀଳ ଭିଡିଓ ସୁଟ୍ କରିବା ନେଇ ତାଙ୍କୁ ଗିରଫ କରାଯାଇଥିଲା। ଗୋଆର ଆଗୁଡରେ ଥିବା ଏକ ରିଜୋର୍ଟରୁ ପୁନମଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ପରେ ଏବେ ତାଙ୍କୁ ଜାମିନ ମିଳିଛି। ପୁନମ୍ ଏବଂ ଏବଂ ତାଙ୍କ ସ୍ବାମୀ ସାମ୍‌ ବମ୍ବେ…

ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଣି ସରକାରୀ…

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପୁଣି ଫସିଲେ ୨ କିରାଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବ୍ରହ୍ମପୁର ବନ ବିଭାଗର କନିଷ୍ଠ କିରାଣି ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଓ ଚିଲିକା ୱାଇଲ୍ଡ୍ ଲାଇଫ୍ ଡିଭିଜନର କନିଷ୍ଠ କିରାଣି ନବୀନ ଚନ୍ଦ୍ର ବିଶୋଇଙ୍କ ଘରେ…

ବିଧାୟକଙ୍କ ହ୍ୱାଟସ୍ ଆପ୍ ଗ୍ରୁପରେ…

ଭୁବନେଶ୍ୱର : ହ୍ୱାଟସ୍ ଆପ୍ ଗ୍ରୁପରେ ଅଶ୍ଳୀଳ ଭିଡିଓ ସେୟାର କରି ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଯଶିପୁର ରେ ଘଟିଛି। ସୂଚନା ମୁତାବକ, ଏକ ହ୍ୱାଟସ୍ ଆପ୍ ଗ୍ରୁପରେ ଯଶୀପୁର ବିଧାୟକ ଗଣେଶ ରାମ ସିଂଙ୍କୁ ସଦସ୍ୟ ରଖାଯାଇଛି । ଉକ୍ତ ଗ୍ରୁପରେ ସଦସ୍ୟ ଥିବା ଜଣେ…

ପିଏନବି ଏଟିଏମରୁ ଲୁଟ, ୨ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍‌ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ୨ ଜଣ ଲୁଟେରା ସମରଜିତ୍ ସିଂହ ଓ ଜାଫର ସାଦ୍ଦିକ୍ ଧରା ପଡ଼ିଛନ୍ତି। ସମରଜିତ୍ ସିଂହ ପଞ୍ଜାବ,ଓ ଜାଫର ସାଦ୍ଦିକ୍ କେରଳର ଅଟନ୍ତି। ଉଭୟ ବାଙ୍ଗାଲୋରରେ ରହି ଲୁଟ୍ ଅପରେଟିଂ କରୁଥିଲେ । ଭାଇଜାଗରେ ଆଉ…

ଆଜି ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ନେଇ…

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ଆବେଦନ ନେଇ ଆଜି ଶୁଣାଣି କରିବେ ବମ୍ବେ ହାଇକୋର୍ଟ। ଗତକାଲି ଏହି ଆବେଦନ ଉପରେ ନିଷ୍ପତ୍ତି ପୂର୍ବରୁ ସମସ୍ତ ପକ୍ଷଙ୍କ ଜବାବ ଶୁଣିବା ଲାଗି ହାଇକୋର୍ଟ ଉପଯୁକ୍ତ ମନେ କରିଛନ୍ତି। ଆଜି ଏହି ମାମଲାରେ ହାଇକୋଟ ପୁନର୍ବାର…

ବର ୭୮କୁ କନିଆଁ ୧୭, ବାହାଘର ମାସେ…

ଜାକର୍ତା: ଇଣ୍ଡୋନେସିଆରେ ଏକ ବିବାହକୁ ନେଇ କିିଛିଦିନ ତଳେ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଥିଲା। ସେହି ବାହାଘର ମାସେ ନପୂରୁଣୁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ ମାସରେ ଇଣ୍ଡୋନେସିଆରେ ଅବାହ ସରନା ନାମକ ଜଣେ ୭୮ ବର୍ଷ ବୟସ୍କ ବ୍ୟକ୍ତି ୧୭ ବର୍ଷୀୟ ଝିଅ ନୋନି ନବିତାଙ୍କୁ ବିବାହ…