Odisha Link
Bridging the Missing Links in Odisha
Daily Archives

November 6, 2020

ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ…

ସୁନ୍ଦରଗଡ଼: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ । ଆଗରୁ ଦୈନିକ ମଜୁରି ୨୦୭ ଟଙ୍କା ରହିଥିଲା । ଏବେ ଦୈନିକ ଅଧିକ ୯୬ ଟଙ୍କା ୪୦ ପଇସା ମଜୁରି ପ୍ରଦାନ କରାଯିବ । ଏହି…

ଆଖି ବୁଜିଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜିର ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।…

ବର୍ଷା-ଅନୁଭବ ବିବାଦ: ଶାଶୁ-ବୋହୂ ଥାନାର…

କଟକ: ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ତୁଟି ନଥିବାବେଳେ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ବର୍ଷାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବଙ୍କ ମାଆ। ଆଜି କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହେଲେ ସାଂସଦ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି। ଅଭିଯୋଗ ମୁତିବାକ, ଘର ମରାମତି ପାଇଁ…

ରାଜ୍ୟରେ କରୋନା: ୧୪୯୪ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୮୭୬୮ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୬୨୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।…

ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବାକୁ ୨…

ହାଇଦ୍ରାବାଦ୍: ଚର୍ଚ୍ଚାରେ ହାଇଦ୍ରାବଦର ଜଣେ ଟ୍ରାଫିକ୍‌ ପୁଲିସ୍। ଏକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବା ପାଇଁ ଟ୍ରାଫିକ୍ ଜାମ୍‌ ହଟାଇବାକୁ ଦୀର୍ଘ ୨ କିମି ଦୌଡ଼ିଲେ ଟ୍ରାଫିକ୍‌ ପୁଲିସ୍। ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମ୍ବୁଲାନ୍ସରେ…

କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ…

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ୟୁଜିସି। ୟୁଜିସି ଗାଇଡ୍‌ଲାଇନ୍‌ ମୁତାବକ, ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ…

ନାବାଳିକା ଦୁଷ୍କର୍ମ ମାମଲା: ଓଏଏସ୍…

ଭୁବନେଶ୍ୱର: ରାଜଧାନୀରେ ଓଏଏସ୍‌ ଅଧିକାରୀଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁର୍ଷ୍କମ ମାମଲା। ଗିରଫ ହେଲେ ଓଏଏସ୍‌ ଅଧିକାରୀଙ୍କ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟି । ପ୍ରଫୁଲ୍ଲଙ୍କୁ ବାଲିଚନ୍ଦ୍ରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ପରେ ବାଲିଚନ୍ଦ୍ରପୁର ଥାନାକୁ ନେଇ ପଚରାଉଚରା କରୁଛି। ପ୍ରଫୁଲ୍ଲଙ୍କ…

ଆଜିଠୁ ଇ-ବିଧାନସଭା ପାଇଁ ତାଲିମ

ଭୁବନେଶ୍ୱର: ଏଣିକି ଇଣ୍ଟରନେଟ୍ ମାଧ୍ୟମରେ ଚାଲିବ ବିଧାନସଭାର ସମସ୍ତ କାର୍ଯ୍ୟ। ଏଥିପାଇଁ ଆଜିଠୁ ଇ- ବିଧାନସଭା ପାଇଁ ବିଧାନସଭା କର୍ମଚାରୀଙ୍କୁ ତାଲିମ ଦିଆଯିବ। ବିଧାନସଭା ସମ୍ପୂର୍ଣ୍ଣ ଓ୍ଵାଇଫାଇ ସହ କମ୍ପ୍ୟୁଟରାଇଜେସନ୍ ହୋଇଛି। ହିମାଚଳ ପ୍ରଦେଶ ପରେ ଓଡ଼ିଶା ବିଧାନସଭା ସମ୍ପୂର୍ଣ୍ଣ ଇ- ବିଧାନସଭାରେ…

ନଭେମ୍ବର ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ। ଦୀର୍ଘ ୮ ମାସ ପରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ନଭେମ୍ବର ୧୨ରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ସହ ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ ହେବ। ଏନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖରୁ ଦିନ…

ରାଜ୍ୟରେ ଏବେ ଖୋଲିବନି ସ୍କୁଲ୍:…

ଭୁବନେଶ୍ବର: ରାଜ୍ୟରେ ଏବେ ଖୋଲିବନି ସ୍କୁଲ। ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଯାଇଛି। ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା…