ବଢ଼ିବ ଶୀତ, ୧୫ ଡିଗ୍ରୀ ତଳେ ରହିଛି ୪ ସହର
![](https://www.odishalink.com/wp-content/uploads/2020/11/mercury-dips.jpg)
ଭୁବନେଶ୍ୱର: ଦିନକୁ ଦିନ ଶୀତ ତାପମାତ୍ରା ବଢ଼ିବାର ଅନୁଭବ ହେଉଛି। ୧୫ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୧୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି।
ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ, ଦାରିଙ୍ଗବାଡ଼ି- ୧୪ ଡିଗ୍ରୀ, ଝାରସୁଗୁଡ଼ା- ୧୪.୧ ଡିଗ୍ରୀ, ଭୁବନେଶ୍ୱର- ୨୦.୬ ଡିଗ୍ରୀ, କଟକ- ୧୯ ଡିଗ୍ରୀ ରହିଛି। ଆଗକୁ ଶୀତ ବଢ଼ିବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Comments are closed.