ଯୁବକକୁ ପିଟି ପିଟି ହତ୍ୟା
ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ଦର୍ପନାରାୟଣପୁର ନିକଟସ୍ଥ କାଳିଆଷଣ୍ଢ ଜଙ୍ଗଲ ମଧ୍ୟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତକଙ୍କ ନାମ ବଳଭଦ୍ର ବଳିୟାରସିଂହ।ଶବ ନିକଟରେ ପଡ଼ିଥିବା ଭୋଟର ପରିଚୟପତ୍ରରୁ ତାଙ୍କ ପରିଚୟ ମିଳିଥିଲା।
ବଳଭଦ୍ରଙ୍କ ବୟସ ୨୭ବର୍ଷ ଓ ତାଙ୍କ ଘର ନୟାଗଡ଼ ଇଟାମାଟି…