Odisha Link
Bridging the Missing Links in Odisha
Daily Archives

November 7, 2020

ବାଲେଶ୍ବରରୁ କୋଟିଏ ଟଙ୍କାର ଧଳା ଜହର ଜବତ

ବାଲେଶ୍ବର: ବାଲେଶ୍ବରରୁ ଜବତ ହେଲା କୋଟିଏ ଟଙ୍କାରୁ ଉର୍ଦ୍ଧ ଧଳା ଜହର।  କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ବାଲେଶ୍ବରର ମିଳିତ ପୁଲିସଚଢାଉ ବେଳେ ଏହି ବ୍ରାଉନସୁଗାର ଜବତ ହୋଇଛି। ଆଜି ବାଲେଶ୍ୱର ସହଦେବ ଖୁଣ୍ଟାରୁ ପ୍ରାୟ ୧ କେଜି ୧୦୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ୩ ଜଣଙ୍କୁ ଗିରଫ କରିଛି…

୨୪ ଘଣ୍ଟାରେ ୫୦,୩୫୭ କରୋନା ଆକ୍ରାନ୍ତ…

ନୂଆଦିଲ୍ଲୀ : ଦେଶରେ ପୁନଃ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୫୦,୩୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୫ ହଜାର ୫୬୨ରେ ପହଞ୍ଚିଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ…

 ଓଡ଼ିଶାରେ ପ୍ରସ୍ତୁତ ହେବ କରୋନା…

ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତୁତ ହେବ କରୋନା ଭ୍ୟାକ୍ସିନ୍। ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇଛି। ରାଜଧାନୀ ଉପକଣ୍ଠ ଅନ୍ଧାରୁଅରେ ଏହି ଅତ୍ୟାଧୁନିକ ଉତ୍ପାଦନକେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଟୀକା ଉତ୍ପାଦନ ଲାଗି ଭାରତ…

ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌…

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌‌ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ୯ରୁ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ କରିବାକୁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ଏହି…

“ବିଜେପିକୁ ଭୋଟ୍ ଦେବ,…

ବାଲେଶ୍ବର: "ବିଜେପିକୁ ଭୋଟ୍ ଦେବ, ବିଜେଡି-ବିଜେପି ଗୋଟେ ଦଳ" ଜୀବନପ୍ରଦୀପଙ୍କ ଏହି ଅଡିଓଟି ଭାଇରାଲ ହେବାରେ ଲାଗିଛି । ସେ ତାଙ୍କର ଜଣେ କର୍ମୀଙ୍କ କଥାବାର୍ତ୍ତା ହେଉଥିଲା। ତେବେ ବାଲେଶ୍ବର ସଦର ଉପନିର୍ବାଚନରେ ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କୁ ବିଜେଡି…

ଦନ୍ତା ହାତୀର ମୃତଦେହ ଠାବ

ଆଠଗଡ଼: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ଅଧୀନସ୍ଥ ରାଜବଲ୍ଲଭପୁର ରିର୍ଜଭ ଫରେଷ୍ଟ ଘୁମାଘାସୁଆ ପାହଡ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆଠଗଡ ବନାଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ୨ଦିନ ଧରି ହାତୀଟି ମରିଥିଲେ ମଧ୍ୟ ବନବିଭାଗ…