ଡିସେମ୍ବର ୧୨ରେ ବାର୍ ଆସୋସିଏସନ୍ ନିର୍ବାଚନ

କଟକ: ରାଜ୍ୟର ସବୁ ବାର୍ ଆସୋସିଏସନ୍ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ବାର୍ ଆସୋସିଏସନ୍ ନିର୍ବାଚନ ପାଇଁ ଡିସେମ୍ବର ୧୨ ତାରଖକୁ ଧାର୍ଯ୍ୟ କରାଯାଇଛି। ବାର୍ ଆସୋସିଏସନ୍ ନିର୍ବାଚନ ପାଇଁ ଆଜି ରାଜ୍ୟ କାଉନସିଲ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଗତ ମାର୍ଚ୍ଚ ମାସରେ ବାର୍ ଆସୋସିଏସନ୍ ନିର୍ବାଚନ ହେବାକୁ ଥିବା ବେଳେ କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ କରାଯାଇଥିଲା।
Comments are closed.