Odisha Link
Bridging the Missing Links in Odisha
Daily Archives

November 8, 2020

କରେନା: ରାଜ୍ୟରେ ଚିହ୍ନଟ ହେଲେ ୧୪୩୪…

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ। ତେବେ ୨୪ ଘଣ୍ଟା ମଧ୍ୟରେ ୧୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୧୫୭୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

ସ୍ବାଭିମାନ ଅଞ୍ଚଳରେ ଡିଜିପି

ଚତ୍ରକୋଣ୍ଡା: ଆଜି ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ। ଲାଲଗଡ଼ ଗୋରାସେତୁରେ ପହଞ୍ଚିଲେ ଡିଜିପି। ଗତ କିଛିଦିନ ଧରି ସ୍ୱାଭିମାନ ଅଞ୍ଚଳକୁ ମାଓମୁକ୍ତ କରିବା ଲାଗି ପୋଲିସ ଓ ସୁରକ୍ଷା ବାହିନୀ ପଦକ୍ଷେପ ନେବା ଆରମ୍ଭ କରିଦେଇଛି। ପୋଲିସ ଲୋକଙ୍କ ନିକଟତର ହେବା ଲାଗି ସ୍ୱାଭିମାନ ଅଞ୍ଚଳରେ…

କରୋନା: ଦେଶରେ ୪୫,୬୭୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଦୀର୍ଘ ଆଠ ମାସ ପରେ ଦେଶରେ କମୁଛି କରୋନ ସଂକ୍ରମଣ ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୫ହଜାର ୬୭୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୫ ଲକ୍ଷ ୦୭ହଜାର ୭୫୪ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହିତ ଆଜି ମୃତ୍ୟୁ ସଂଖ୍ୟା…

ରାଜ୍ୟର ତପମାତ୍ରା, ୧୫ ଡିଗ୍ରୀ ତଳେ ୧୧…

ଭୁବନେଶ୍ବର: ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ଯୋଗୁଁ ଥରିଲାଣି ଉତ୍ତର ଓଡ଼ିଶାର ଅନେକ ଜିଲ୍ଲା। ଉତ୍ତର ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ଅଧିକ ଅନୁଭୁତ ହେଉଛି ଶୀତ। ଶୀତର ପ୍ରକୋପ ଯୋଗୁ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ରାଜ୍ୟରେ ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ…

ଦେଶ ଓ ସମାଜକୁ ଯୋଡ଼ିବା ପାଇଁ କାମ କରିବି:…

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବାଇଡ଼େନ୍ ତାଙ୍କର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ବାଇଡ଼େନ୍ ଦେଶବାସୀଙ୍କୁ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ, ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂ ରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ…

ଟ୍ରକ ପଛପଟୁ ପିଟିଲା ସ୍କୁଟି: ଜଣେ ମୃତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ଜାତୀୟ ରାଜପଥ ରଥିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ…

କୋଟିଏ ଟଙ୍କାର ଗଞ୍ଜେଇ ସହ ଟ୍ରକ୍ ଜବତ

ରାୟଗଡ଼ା: ଆଜି ଜୟପୁର ସୁଗାର କମ୍ଫାନୀ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି। ଟ୍ରକ୍ ଭିତରେ ୧୧୧୪ କେଜି ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ପ୍ରକାଶ ଯେ, ଜେସକୋ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରକ୍…

ଓଲଟିଲା ଯାତ୍ରୀବାହୀ ବସ୍, ୧୧ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶୁଳପୁର ଛକ ନିକଟରେ ଭାରସାମ୍ୟ ହାରାଇ ବସ ଓଲଟି ପଡ଼ିଛି। ଫଳରେ ଦୁର୍ଘଟଣାରେ ୧୧ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ସୌଭାଗ୍ୟ ବଶତଃ ବସଟି ଓଲଟି ପଡ଼ିବା ସତ୍ତ୍ବେ ପୋଲ…