Odisha Link
Bridging the Missing Links in Odisha
Daily Archives

November 13, 2020

ଡ୍ରଗ୍ସ ଲିଙ୍କ୍: ଅର୍ଜୁନ ରାମପାଳଙ୍କୁ…

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ନେଇ ବଲିଉଡ ସେଲିବ୍ରିଟିଙ୍କ ଉପରେ କଡ଼ା ନଜର ରଖିଛି ଏନସିବି। ଡ୍ରଗ୍ସ ମାମଲାରେ ଅଭିନେତା ଅର୍ଜୁନ ରାମପାଳଙ୍କ ନାଁ ସାମ୍ନାକୁ ଆସିବା ପରେ ଅର୍ଜୁନ ରାମପାଳଙ୍କୁ ସମନ ପଠାଇଥିଲା ଏନସିବି। ସମନ ପରେ ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଭିନେତା ଅର୍ଜୁନ ରାମପାଳ। ଡ୍ରଗ୍ସ…

କୋଟିପତି କିରାଣୀ ଗିରଫ

ଭୁବନେଶ୍ବର: ଗିରଫ ହେଲେ କୋଟିପତି କିରାଣୀ। ଭୁବନେଶ୍ବର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ ଉଦୟନାଥ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ର ଗତକାଲି ଉଦୟନାଥ ଜେନାଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ ଆୟଠାରୁ ବ୍ୟୟର…

୫ ଲକ୍ଷ ଟଙ୍କାର ବାଣ ଜବତ

ରାଉରକେଲା: ବାଣ ଗୋଦାମ ଉପରେ ଚଢ଼ଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ। ଆଜି ସକାଳେ ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ୩ଟି ବାଣ ଗୋଦାମ ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରିଛି। କରୋନା ମହାମାରୀ ପାଇଁ ଏଥର ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସମ୍ପୂର୍ଣ୍ଣ…

ଆଖି ବୁଜିଲେ ଆଉ ୧୨ କରୋନା ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୯୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାଜ୍ୟରେ କରୋନା: ୧୦୧୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮୫ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ…

ଓଡ଼ିଶାକୁ କେନ୍ଦ୍ରର…

ନୂଆଦିଲ୍ଲୀ: ବାତ୍ୟା ଓ ଭସ୍ଖଳନ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସମେତ ୬ଟି ରାଜ୍ୟକୁ ସହାୟତା ରାଶି ଘୋଷଣା କରାଯାଇଛି। ୬ ରାଜ୍ୟକୁ ୪୩୮୧.୮୮ କୋଟିର ଅତିରିକ୍ତ ସହାୟତା ରାଶି ଘୋଷଣା କରାଯାଇଛି। ତେବେ ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ…

ରାହୁଲ ଗାନ୍ଧି ଜଣେ ଶଙ୍କାଗ୍ରସ୍ତ ଓ…

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆତ୍ମଜୀବନୀରେ ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧି। ବାରାକ ଓବାମାଙ୍କ ଆତ୍ମଜୀବନୀରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଯାହା କୁହାଯାଇଛି, ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଓବାମାଙ୍କ ପୁସ୍ତକ ‘ଏ ପ୍ରମିସିଂ ଲାଣ୍ଡ’ରେ କୁହାଯାଇଛି…

ଓଡ଼ିଶା ଫେରିଲେ ବିରଜୁ

ସୁନ୍ଦରଗଡ: ୨୫ ବର୍ଷ ପରେ ଓଡିଶାକୁ ଫେରିଲେ ବିରଜୁ କୁଲୁ। ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁ କୁ ଫେରିଛନ୍ତି ବିରଜୁ। ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର ଟିମ୍‌ ବିରଜୁଙ୍କୁ ନେଇ ସୁନ୍ଦରଗଡ କୁତ୍ରାରେ ପହଞ୍ଚିଛି। ଗତକାଲି ରାତିରେ ସେ କୁତ୍ରା ଠାରୁ…

ସିଂହଦ୍ୱାର ସାମ୍ନାରେ ଜଳିବନି କାଉଁରିଆ

ପୁରୀ: ଚଳିତ ବର୍ଷ ସିଂହଦ୍ୱାର ସାମ୍ନାରେ ଜାଳି ହେବନି କାଉଁରିଆ। ଲୋକେ ପୟା ଶ୍ରାଦ୍ଧ ପାଳନ କରିପାରିବେ, ମାତ୍ର କାଉଁରିଆ ଜାଳିବା ଉପରେ ରୋକ୍‌ ଲାଗାଇଛି ଜିଲ୍ଲା ପ୍ରଶାସନ। କାଉଁରିଆ ଜାଳିବା ଦ୍ବାରା ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏପରି…

୨୫ ବର୍ଷ ପରେ ଜନ୍ମମାଟିକୁ ଫେରୁଛନ୍ତି…

ସୁନ୍ଦରଗଡ: ୨୫ ବର୍ଷ ପରେ ଜନ୍ମମାଟିକୁ ଫେରୁଛନ୍ତି ବିରଜୁ। ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁ କୁ ଫେରୁଛନ୍ତି ବିରଜୁ କୁଲୁ। ଗତକାଲି ରାତିରେ ସେ କୁତ୍ରା ଠାରୁ ୧୩୨ କିଲୋମିଟର ଦୂର ଝାରଖଣ୍ଡ ରାଜ୍ୟ ଗୁମଲାରେ ପହଞ୍ଚି ରାତି କାଟିବା ପରେ ଆଜି…