Odisha Link
Bridging the Missing Links in Odisha
Daily Archives

November 13, 2020

ଆଜି ଧନତେରାସ୍, ଭୁଲ୍‌ରେ ବି କରନ୍ତୁ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଧନତେରାସ୍। ଧନତେରାସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ। ଧନତେରାସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡ଼ିତ। ଧନତେରାସରେ ସୁନା କିଣିଲେ ଶୁଭ ଓ ଧନ ୧୩ ଗୁଣା ବୃଦ୍ଧି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଚଳିତ ବର୍ଷ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର…

ଦିପୋତ୍ସବରେ ଝଲସିବ ଅଯୋଧ୍ୟା

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ପାଳନ କରାଯିବ ଭବ୍ୟ ଦିପୋତ୍ସବ। ଏହି ଦିପୋତ୍ସବରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରାଯିବ। ଅଯୋଧ୍ୟାବାସୀ ଏହି ଦିପୋତ୍ସବ ପାଇଁ ଖୁବ ଉତ୍ସାହିତ ରହିଥାନ୍ତି। ଭବ୍ୟ ଦିପୋତ୍ସବର ପାଇଁ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା ନଗରୀ। ଆଜି ସକାଳ ୧୦ଟାରେ ସାକେତ ମହାବିଦ୍ୟାଳୟରୁ ଭଗବାନ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ…

ଦେବଗଡ଼: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ଗତକାଲି ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ NH-୪୯ର କୁରଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏ ନେଇ ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ସୂଚନା…

୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଲମତାପୁଟ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ଏକ ୪୦୭ ଗାଡ଼ିରେ ୧୦୩୬ କିଲୋଗ୍ରାମର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢଉ କରି ଜବତ କରିଛି। ଗତବାଲି ରାତିରେ ପୋଲିସ ପାଟ୍ରୋଲିଂ ବେଳେ ପୋଲିସ ଏହି ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରିଛି। ତେବେ…