Odisha Link
Bridging the Missing Links in Odisha
Daily Archives

November 16, 2020

ଦେଶରେ କରୋନା: ୨୪ ଘଣ୍ଟାରେ ୩୦,୫୪୮…

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୫୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୭୦ କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା…

କେନାଲ ବନ୍ଧ ଭାଙ୍ଗି ଗାଁ ଜଳମଗ୍ନ

ନିଆଳି: କେନାଲ ବନ୍ଧ ଭାଙ୍ଗି ଘରେ ପଶିଲା କେନାଲ ପାଣି। ନିଆଳି ଜଳସମ୍ପଦ ଉପଖଣ୍ଡ ଅଧିନ କାକଟପୁର ବ୍ରାଞ୍ଚ କେନାଲର ଉତ୍ତରପାର୍ଶ୍ଵ ବନ୍ଧ ଭାଙ୍ଗିଯାଇଛି। ବନ୍ଧ ଭାଙ୍ଗିବା ଦ୍ୱାରା ବରିମୁଣ୍ଡ ଗାଁ ମଧ୍ୟରେ କେନାଲ ପାଣି ପଶି କୃତିମ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଗ୍ରାମବାସୀ ଏବେ ଜଳବନ୍ଦୀ ହୋଇ…

ନୀଳଗିରି ମୁହାଁ ଝାଡ଼ଖଣ୍ଡି ହାତୀପଲ

ନୀଳଗିରି: ନୀଳଗିରିକୁ ପ୍ରବେଶ କରିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଏହି ହାତୀପଲରେ ଛୋଟବଡ଼ ମିଶି ୪୨ଟି ହାତୀ ଅଛନ୍ତି। ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା…

ମୁଣ୍ଡ ବୁଲାଇବାରୁ ଗୋଡ ଖସିଗଲା:…

କଟକ: ମହାନଦୀକୁ ଖସି ପଡିବା ଘଟଣାରେ ମୁହଁ ଖୋଲିଛନ୍ତି ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା। ଭୂମିକା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, କାଲିି ପୂଜା ସାମାନଗୁଡ଼ିକ ସବୁ ଥିଲା। ଉପାସ କରିଥିଲି ତ ବହୁ ୱିକ୍ ଲାଗୁଥିଲା, ମୁଣ୍ଡ ବୁଲାଉଥିଲା। ତ ପୂଜା ସାମାନଗୁଡ଼ିକ ପାଣିରେ…

ପୂର୍ବତଟ ରୋଳବାଇକୁ ମିଳିବ ଗୋବିନ୍ଦ…

ଭୁବନେଶ୍ବର: ଭାରତୀୟ ରେଳବାଇର ସମସ୍ତ ଜୋନ୍ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳପଥ ସମ୍ମାନୀତ ହେବ। ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯିବ। ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ…

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ

ମହାରାଷ୍ଟ୍ର: ଆଜିଠୁ ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ଅନୁଷ୍ଠାନ। ମହାରାଷ୍ଟ୍ର ସରକାର ଅନୁମତି ପରେ ଆଜିଠୁ ମନ୍ଦିର, ମସଜିଦ୍, ଗୀର୍ଜା ସମେତ ସମସ୍ତ ଧାର୍ମିକ ପୀଠ ଭକ୍ତଙ୍କ ପାଇଁ ଖୋଲିଛି। ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେବା ସହ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ…

ଷ୍ଟାର୍ଟଅପ୍‌ ର‍୍ୟାକିଙ୍ଗ୍‌ ଶୀର୍ଷରେ…

ଭୁବନେଶ୍ୱର: ଜାତୀୟସ୍ତରରେ ଷ୍ଟାର୍ଟଅପ୍‌ ର‍୍ୟାକିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛି ଓଡ଼ିଶା। ୨୦୧୯ ମସିହା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ଷ୍ଟାର୍ଟଅପ୍ ର‍୍ୟାକିଙ୍ଗ୍‌ରେ ରାଜ୍ୟ ଏହି ସଫଳତା ପାଇଛି। ଇତିମଧ୍ୟରେ ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ ୬୦୦୦ରୁ…

ମାଲକାନଗିରି ଜିଲ୍ଲାପାଳ ହତ୍ୟା ଅଭିଯୁକ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ପୂର୍ବରୁ ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା ମାମଲା ଭାବେ ତଦନ୍ତ କରୁଥିଲା। ହେଲେ ମାଲକାନଗିରି ଏସ୍‌ଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଶେଷରେ ହତ୍ୟା ମାମଲା ରୁଜୁ ହୋଇଛି। ରୁଜୁ…

ପାକିସ୍ତାନ ଜେଲରେ ଓଡ଼ିଆ କଏଦୀ: ବଖାଣିଲେ…

କୁତ୍ରା: ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ ବିତାଇ ଘରକୁ ଫେରିବା ପରେ ନିଜ ଅଭିଜ୍ଞତାର କାହାଣୀ ବଖାଣିଛନ୍ତି ବିରଜୁ କୁଲୁ। ଘରେ ପହଞ୍ଚିବା ଦିନ ସେ ଠିକ୍‌ରେ କିଛି କହି ପାରିନଥିଲେ, ହେଲେ ଦିନକ ପରେ ପାକିସ୍ତାନ ଜେଲ୍‌ରେ ପାଇଥିବା ନିର୍ଯାତନାର କାହାଣୀ କହିଛନ୍ତି ବିରଜୁ। ଠିକ୍ ଭାବେ ସବୁକଥା ମନେ ପକାଇ…

ଆଜି ଶପଥ ନେବେ ନୀତୀଶ

ପାଟନା: ଆଜି ଶପଥ ନେବେ ନୀତୀଶ କୁମାର। ଆଜି ଅପରାହ୍ନରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ। ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ଏହା ନୀତୀଶଙ୍କ ଚତୁର୍ଥ ପାଳି ହେବ। ବିହାର ଏନ୍‌ଡିଏ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ନୀତୀଶ କୁମାରଙ୍କୁ ନେତା ନିର୍ବାଚିତ କରାଯାଇଛି।…