Odisha Link
Bridging the Missing Links in Odisha
Daily Archives

November 18, 2020

ବିଧାନସଭା: ଏଥର ବି ପ୍ରଶ୍ନକାଳ ରହିବନି

ଭୁବନେଶ୍ୱର: ଆଜି ସର୍ବଦଳୀୟ ବୈଠକ ଶେଷ ହୋଇଛି। ତେବେ ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ ୪ ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।…

ବିବାଦୀୟ ବୟାନକୁ ନେଇ ପଲଟା ପ୍ରଶ୍ନ କଲେ…

ଭୁବନେଶ୍ବର: ପୁରୀ ସମ୍ପର୍କରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ପ୍ରସଙ୍ଗରେ ସେ ପାଲଟା ପ୍ରଶ୍ନ କରିଛନ୍ତି । ଗତକାଲି ଏ ନେଇ କିଛି ଉତ୍ତର ରଖିନଥିବା ଲେଖାଶ୍ରୀ ଏହି ପ୍ରସଙ୍ଗରେ ଆଜି ବିଜେଡି ଉପରେ ବର୍ଷିଛନ୍ତି। ଲେଖାଶ୍ରୀ କହିଛନ୍ତି, ବିଜେଡି…

ପେଣ୍ଠ ସମୁଦ୍ର କୂଳରେ ୧୪୪ ଧାରା

ପଟ୍ଟାମୁଣ୍ଡାଇ: ପର୍ଯ୍ୟଟକଙ୍କ ପାଇଁ ପେଣ୍ଠ ସମୁଦ୍ର କୂଳରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିୟମ ଜାରି କରିଛି। ନାଲି ପତାକା ଲଗାଇ ସର୍ବସାଧାରଣ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୧୫ଦିନ ମଧ୍ୟରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ବେଳେ…

କଳାକାରଙ୍କ ନିରବ ପ୍ରତିବାଦ

ଭୁବନେଶ୍ବର: ଆଜି ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ ତରଫରୁ ନିରବ ପ୍ରତିବାଦ କରାଯାଇଛି। ରାଜଧାନୀରେ କଳାକାରଙ୍କ ଅଭିନବ ପ୍ରତିବାଦ କରିଛନ୍ତି। ନିଜର ଜୀବିକା ବଞ୍ଚାଇବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ପଥପ୍ରାନ୍ତ କଳାକାର ସଂଘ। କରୋନା କଟକଣା ପାଇଁ ବନ୍ଦ ଥିବା ମଞ୍ଚ ସ୍ତରୀୟ ନାଟକକୁ ସରକାରୀ ସ୍ତରରେ…

ଉତ୍କଳ ବିଶ୍ବବିଦ୍ୟାଳୟରେ ମନୋଜ ଦାସ ପଠନ…

ଭୁବନେଶ୍ବର: ରାଜ୍ୟର ସର୍ବ ପୂରାତନ ବିଶ୍ବବିଦ୍ୟାଳୟ ଉତ୍କଳ ୟୁନିଭର୍ସିଟି ପରିସରରେ ଏକ ନୂତନ ପଠନ ଗୃହ ଉନ୍ମୋଚିତ ହୋଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସଙ୍କ ନାମରେ ଏହି ପଠନ ଗୃହଟିକୁ ନାମକରଣ କରାଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ପରିଜା ପାଠାଗାରରେ ଏହି ନୂତନ ପଠନାଗାର…

ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା;…

ଭଦୋଦରା: ଗୁଜରାଟର ଭଦୋଦରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୱାଘୋଡିଆ କ୍ରସିଂ ହାଇୱେ ନିକଟରେ ଦୁଇ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି। ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ପ୍ରକାଶ ଯେ, ଆଜି ଭୋର ସମୟରେ ଗୋଟିଏ ଟ୍ରକରେ ବହୁ ସଂଖ୍ୟାରେ ଯାତ୍ରୀ ଯାଉଥିଲେ।…

ଶପଥ ନେଲେ ସ୍ବରୂପ ଓ ବିଜୟ ଶଙ୍କର

ଭୁବନେଶ୍ବର: ଶପଥ ନେଲେ ଦୁଇ ନବ ନିର୍ବାଚିତ ବିଧାୟକ। ବାଲେଶ୍ୱରରୁ ସ୍ୱରୂପ ଦାସ ଏବଂ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ ଶପଥ ଗ୍ରହଣ କରିଛନ୍ତି। ନବନିର୍ବାଚିତ ହୋଇଥିବା ଦୁଇ ବିଧାୟକଙ୍କୁ ଆଜି ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଥିଲା। ପୂର୍ବ ନିର୍ଧାରିତ ସମୟରେ ହିଁ ଶପଥପାଠ କରାଇଛନ୍ତି ବାଚସ୍ପତି…

କରୋନା: ରାଜ୍ୟରେ ୧୫ ସଂକ୍ରମିତଙ୍କ…

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ କରୋନା ସଂକ୍ରମଣ ସଂଖ୍ୟ କମିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୮୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୭୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା: ରାଜ୍ୟରେ ୮୬୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୦୯୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍…

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା…

ଭୁବନେଶ୍ବର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବିତ ହେବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସର୍ବଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି ନ ହେଲେ ପରୀକ୍ଷା ହେବ। ଏଥିପାଇଁ ସର୍ବନିମ୍ନ ୩ ମାସ ପାଠପଢ଼ା ହେବ। ତା ପରେ ପରୀକ୍ଷା ଵ୍ୟଵସ୍ଥା କରାଯିବ। ଯଦି ସର୍ବ ଭାରତୀୟ ସ୍ତରରେ…