Odisha Link
Bridging the Missing Links in Odisha
Daily Archives

November 18, 2020

ରାଜଧାନୀରେ ଘନ କୁହୁଡ଼ି

ଭୁବନେଶ୍ୱର: ଖସୁଛି ପାରଦ ଏଥିପାଇଁ ଦିନକୁ ଦିନ ରାଜ୍ୟରେ ବଢ଼ୁଛି ଥଣ୍ଡା। ତେବେ ଥଣ୍ଡା ବଢ଼ିବା କାରଣରୁ ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତର ଦେଖାଯାଇଥିଲା। କୁହୁଡ଼ିର ଆସ୍ତରଣ ଅଧିକ ବହଳ କାରଣରୁ ଯାତାୟତ କରିବାରେ ଲୋକେ ବହୁ ଅସୁବିଧାର ସାମ୍ନା କରିଥିଲେ।…

ମିଳିଲେନି ଯାତ୍ରୀ: ଆରମ୍ଭରୁ ବନ୍ଦ ହେଲା…

ନୂଆଦିଲ୍ଲୀ: କରୋନା ଯୋଗୁଁ ଯାତ୍ରୀ ନ ମିଳିବା କାରଣରୁ ଦିଲ୍ଲୀ-ଲକ୍ଷ୍ମୌ ଏବଂ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚାଲୁଥିବା ତେଜସ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅନିଶ୍ଚିତ କାଳ ପାଇଁ ବାତିଲ କରି ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇଆର୍‌ସିଟିସିର ପ୍ରବକ୍ତା ସିଦ୍ଧାର୍ଥ ସିଂହ। ଟ୍ରେନ୍‌ଗୁଡ଼ିକୁ ଭାରତୀୟ ରେଳ…

ସ୍ଥଗିତ ରହିଲା ଏକାମ୍ରକାନନ ଜମି…

ଭୁବନେଶ୍ବର: ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରସଙ୍ଗରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର। ପୂର୍ବଭଳି ହେବ ଫାର୍ମର ରକ୍ଷଣାବେକ୍ଷଣ କାମ ଜାରି ରହିବ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଏକାମ୍ର କାନନର ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକଙ୍କ ଚିଠି ଲେଖିଛନ୍ତି। ଏକାମ୍ରକାନନ ଫାର୍ମର ମୋଟ୍‌ ୨୫.୯୬୭…

ଦିଲ୍ଲୀରେ କରୋନା ସ୍ଥିତି ପୁଣି ଅସମ୍ଭାଳ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀରେ କରୋନା ସ୍ଥିତିର ଧୀରେ ଧୀରେ ସୁଧାର ଆସୁଥିଲା। କିନ୍ତୁ ଏହି ଦୀପାବଳିରେ ପ୍ରଦୂଷଣ କାରଣରୁ କରୋନାର ପ୍ରଭାବ ବଢ଼ିବାରେ ଲାଗିଛି। ପ୍ରଭାବିତ ଅଞ୍ଚଳରେ ପୁଣି ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।…

ଯୁକ୍ତ ତିିନି ସ୍ପଟ୍‌ ନାମଲେଖା ପାଇଁ…

ଭୁବନେଶ୍ବର: ରାଜ୍ୟରେ ସମସ୍ତ କଲେଜରେ ଯୁକ୍ତ ତିନି ଦୁଇଟି ପର୍ଯ୍ୟାୟ ନାମଲେଖା ସରିବା ପରେ ୧ ଲକ୍ଷ ୧୭ ହଜାର ସିଟ୍‌ ଖାଲି ପଡିଛି। କଳାରେ ସର୍ବାଧିକ ୫୬ ହଜାର ୭୨୫ ସିଟ୍‌ ଖାଲି ପଡ଼ିଥିବା ବେଳେ ବାଣିଜ୍ୟରେ ୧୬ ହଜାର ୯୨୬ ସିଟ୍‌ ଖାଲି ପଡ଼ିଛି । ସେହିପରି ଫିଜିକାଲ୍‌ ସାଇନ୍ସରେ ୨୩ ହଜାର ୮୧୮ ସିଟ୍‌…

ଜଳକ୍ରୀଡ଼ା ହେଲା କାଳ, ଲିଭିଗଲା ୩…

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ୫ଜଣ କଲେଜ ପଢ଼ୁଆ ଛାତ୍ର ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତର କାଠସଙ୍ଗଡ଼ା ଘାଟକୁ ବୁଲିବାକୁ ଆସି ନଦୀଜଳରେ ଗାଧୋଇବାର ମଜା ଉଠାଉଥିବା ବେଳେ ଅଚାନକ ୩ ଜଣଙ୍କ ସାଙ୍ଗ ବୁଡ଼ିଯିବା ଏବଂ ପ‌ରେ ସେମାନଙ୍କ ସଲିଳ ସମାଧି ଉଦ୍ଧାର ଘଟଣାକୁ ସହଜରେ ଗ୍ରହଣ କରିପାରୁ…

ବିଧାନସଭା ଶୀତ ଅଧିବେଶନ: ଆଜି ସର୍ବଦଳୀୟ…

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ସୁରୁଖୁରୁରେ ପରିଚାଳନା କରିବାକୁ ଆଜି ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ବୈଠକରେ ଅଧିବେଶନ ପରିଚାଳନା ନେଇ ବିଶଦ ଭାବେ ଆଲୋଚନା ହେବ। ନବନିର୍ବାଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ…

ଜବତ ହେଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ: ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରିଛନ୍ତି ପୋଲିସ। କୋରାପୁଟ ଏସପି ମୁକେଶ ଭାମୋ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ। ଏନେଇ ନନ୍ଦପୁର ଏସଡିପିଓଙ୍କୁ ସୂଚନା ଦେଇଥିଲେ। ଏସପି ଙ୍କ ସୂଚନା ଆଧାରରେ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢ଼େଙ୍କାନାଳ: ତାଳଚେର ଆର୍‌ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରାଯାଇଛି। ଢେଙ୍କାନାଳ ଟାଉନ ପ୍ଲାନିଂ ଅନର୍ଗତ ନିଜ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ହୋଇଚିଏହି ଚଢ଼ାଉ। ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗର ଦୁଇଟି ଟିମ…