Odisha Link
Bridging the Missing Links in Odisha

କଟକରେ ବ୍ୟାଙ୍କ ଡକାୟତି

କଟକ: କଟକରେ ବଡ଼ ଧରଣର ବ୍ୟାଙ୍କ ଡକାୟତି। ଆଜି ସକାଳେ କଟକରେ ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ଡକାୟତି ହୋଇଛି। ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି। ଆଇଆଇଏଫଏଲ ବ୍ୟାଙ୍କରୁ ବିୁପୁଳ ପରିମାଣର ଟଙ୍କା ଓ ସୁନା ଲୁଟ୍‌ ହୋଇଛି।

ଡକାୟତି ହୋଇଥିବା ଆଇଆଇଏଫଏଲ ବ୍ୟାଙ୍କରେ ପହଞ୍ଚିଛନ୍ତି କଟକ ଡିସିପି ପ୍ରତୀକ ସିଂ। ୪ ଦୁବୃର୍ତ୍ତ ଡକାୟତି କରିଥିବା ନେଇ କଟକ ଡିସିପି ସୂଚନା ଦେଇଛନ୍ତି। ସିସିଟିଭି ଫୁଟେ ଆଧାରାରେ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। କେତେ ପରିମାଣର ଟଙ୍କା ଓ ସୁନା ଲୁଟ୍‌ ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

Comments are closed.