‘ପଠାନ’ର ଶୁଟିଂ ଆରମ୍ଭ କଲେ…
ମୁମ୍ବାଇ: କରୋନା କଟକଣା କାରଣରୁ ଅନେକ ଦିନ ଧରି ସିନେମା ଶୁଟିଂ ବନ୍ଧ ରହିଥିଲା। ପ୍ରସଶଂକ ମାନେ ନିଜର ମନ ପସନ୍ଦର ସୁପରଷ୍ଟାରଙ୍କ ସିନେମା ଦେଖିବା ପାଇଁ ସୁଯୋଗ ମିଳିପାରି ନାହିଁ।
ସୁପରଷ୍ଟାର ଶାହାରୁଖ୍ ଖାନ୍ ଖୁବ ଶୀଘ୍ର ଏକ ନୂଆ ସିନେମାରେ ନଜର ଆସୁଛନ୍ତି। ସିନେମାଟି ହେଲା ପଠାନ୍। ଏହାର ଶୁଟିଂ…