Odisha Link
Bridging the Missing Links in Odisha
Daily Archives

November 19, 2020

ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ୱର: ଓଡ଼ିଶା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସହ ରହିଥିବା ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଷ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେବା ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ…

ଯବାନଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ…

ନୂଆଦିଲ୍ଲୀ: ସୀମାରେ ସେନାଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ବିଲଡିଂ। ପୂର୍ବ ଲଦାଖରେ ଥିବା ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି। ଏହି ବିଲଡିଂ ଅସହ୍ୟ ଥଣ୍ଡାରୁ ଯବାନମାନଙ୍କ ସୁରକ୍ଷା ଦେବ। ପ୍ରତିବର୍ଷ ନଭେମ୍ବର ମାସ ପରେ ଲଦାଖରେ ୪୦ ଫୁଟ ବରଫପାତ ହୋଇଥାଏ। ଫଳରେ…

ସଙ୍ଗରୋଧରେ ସଲମାନ ଖାନ୍

ମୁମ୍ବାଇ: ସଙ୍ଗରୋଧରେ ବଲିଉଡ ସୁପରଷ୍ଟାର ସଲମାନ ଖାନ। ସଲମାନଙ୍କ ଦୁଇ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ସଲମାନ। ସଲମାନଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍…

ଫାଇଜରର ଫେଜ୍-୩ ପରୀକ୍ଷଣ, ୯୫ ପ୍ରତିଶତ…

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବାକୁ ଖୁବ୍‌ଶୀଘ୍ର ଆସିପାରେ ଆମେରିକା କମ୍ପାନୀ ଫାଇଜରର କରୋନା ଟିକା। ଫେଜ-୩ ଟ୍ରାଏଲ ଶେଷରେ ଏହି ଟିକା ୯୫ ପ୍ରତିଶତ ସଫଳ ହୋଇଥିବା କଂପାନୀ ଦାବି କରିଛି। ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହି ଟିକା ପ୍ରୟୋଗ ଦ୍ୱାରା କୋଣସି ପାର୍ଶ୍ୱ ପ୍ରତିକ୍ରିୟା…

ହାତୀ ଆକ୍ରମଣରେ ୨ ମୃତ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅଞ୍ଚଳରେ ଦନ୍ତା ଆତଙ୍କ। ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀଵନ ଚାଲିଯାଇଛି। ଆଜି ସକାଳେ ମଲଙ୍ଗା ଗ୍ରାମର ଗାନ୍ଦୁରୁ ଓରାମ ସକାଳୁ ନିଜ ଘର ନିକଟସ୍ଥ ବଗିଚାରେ କାମ କରୁଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡ଼ି ମାରିଦେଇଥିଲା। ଏଥିସହ, କନରସୁଆଁ ଗ୍ରାମ…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା…

ଆଠମଲ୍ଲିକ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛି ପୁଲିସ। ଅନୁଗୋଳ ଜିଲ୍ଲା ଏସପି ଜଗମୋହନ ମୀନା ଓ ହଣ୍ଡପା ପୋଲିସ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ହଣ୍ଡପା ଥାନା ଖୋଲାଗେରେଡା ଅଞ୍ଚଳରେ ପାଖାପାଖି ୧୦ ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବାର ଖବର ମିଳିଥିଲା। ପୁଲିସ ସେହି ଅଞ୍ଚଳରେ…

ଦୁଷ୍କର୍ମକାରୀକୁ ୨୦ ବର୍ଷ ଦଣ୍ଡାଦେଶ

ନୂଆପଡ଼ା: ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ପାଇଁ ଦଣ୍ଡାଦେଶ। ୨୦୧୮ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ଦୁଷ୍କର୍ମକାରୀକୁ ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି।…

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ…

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାମୁହିଁ। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଏନକାଉଣ୍ଟର। ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ। ଏହାପରେ ଗୁରୁବାର…

ବ୍ରିଜ୍‌ରେ ପିଟି ହୋଇ ୨ ମୃତ

ରେଢ଼ାଖୋଲ: ବ୍ରିଜ୍‌ରେ ପିଟି ହୋଇ ୨ ମୃତ। ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡ଼ିମିରିକୁଦା ଗ୍ରାମ ନିକଟସ୍ଥ ପୋଲ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ରେଢ଼ାଖୋଲ ଏଲ ଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ(୨୭) ଓ ରଥସାହିର ରାମ ଚନ୍ଦ୍ର…

ଦିଲ୍ଲୀରେ ଅଣାୟତ କରୋନା, ୨୪ ଘଣ୍ଟାରେ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନାର ଆତଙ୍କ ଦିନିକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୮୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୧୩୧ଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ଏହା ହେଉଛି ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାଣ ହରାଇଥିବା ସର୍ବାଧିକ ମୃତ୍ୟୁସଂଖ୍ୟା। ଏହାପୂର୍ବରୁ ନଭେମ୍ବର ୧୨…