ରାଜ୍ୟରେ କରୋନା: ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟାରେ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୧୧୭୮୮ରେ ପହଞ୍ଚିଛି।
ସଂକ୍ରମିତଙ୍କ ମଧ୍ୟରୁ ୪୯୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୯ଜଣ ସ୍ଥାନୀୟ ସଂକ୍ରମିତ।ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 18th November
New Positive Cases: 868
In Quarantine: 499
Local contacts: 369(Details of local contacts will be shared by concerned District Administration)
District Wise Cases:
1. Angul: 54
2. Balasore: 18
3. Bargarh: 21
4. Bhadrak: 13
5. Balangir: 34— I & PR Department, Odisha (@IPR_Odisha) November 19, 2020
ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୮ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୧୩ଜଣ, ବଲାଙ୍ଗୀରରୁ ୩୪ଜଣ, ବୌଦ୍ଧରୁ ୧ଜଣ, କଟକରୁ ୬୪ଜଣ, ଦେବଗଡ଼ରୁ ୭ଜଣ, ଢେଙ୍କାନାଳରୁ ୧୮ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୧ଜଣ, ଜଗତ୍ସିଂହପୁରରୁ ୪୪ଜଣ, ଯାଜପୁରରୁ ୩୧ଜଣ, ଝାରସୁଗୁଡ଼ାରୁ ୨୧ଜଣ, କଳାହାଣ୍ଡିରୁ ୨୦ଜଣ, କନ୍ଧମାଳରୁ ୬ଜଣ, କେନ୍ଦ୍ରାପଡ଼ାରୁ ୩୫ଜଣ, କେନ୍ଦୁଝରରୁ ୩୯ଜଣ, ଖୋର୍ଦ୍ଧାରୁ ୧୨୬ଜଣ, କୋରାପୁଟରୁ ୧୨, ମାଲକାନଗିରିରୁ ୧୨ଜଣ, ମୟୂରଭଞ୍ଜରୁ ୪୬ଜଣ, ନବରଙ୍ଗପୁରରୁ ୧୪ଜଣ, ନୟାଗଡ଼ରୁ ୩ଜଣ, ନୂଆପଡ଼ାରୁ ୪୬ଜଣ, ପୁରୀରୁ ୨୮ଜଣ, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୮୭ଜଣ ଓ ଷ୍ଟେଟ୍ ପୁଲ୍ରୁ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.