Odisha Link
Bridging the Missing Links in Odisha
Daily Archives

November 20, 2020

ମହିଳାମାନେ ଜାଣିପାରିବେ ନିଜ ସ୍ବାମୀଙ୍କ…

ନୂଆଦିଲ୍ଲୀ : ମହିଳା ମାନେ ନିଜ ସ୍ବାମୀଙ୍କ ଦରମା ଜାଣିପାରିବେ। ଏହା କେନ୍ଦ୍ରୀୟ ସୂଚନା ଆୟୋଗ ଏକ ନିଷ୍ପତ୍ତି ଶୁଣାଇଛନ୍ତି। ମହିଳାଙ୍କ ସପକ୍ଷରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏଥିପାଇଁ ମହିଳାଙ୍କୁ ଏକ ଆରଟିଆଇ ଦାଖଲ କରିବାକୁ ପଡିବ ଓ ସଂପୃକ୍ତ ବିଭାଗକୁ ୧୫ ଦିନ ମଧ୍ୟରେ ବେତନ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ…

ଭଦ୍ରକ ଓ ଯାଜପୁରରେ ପ୍ରଚଣ୍ଡ ଶବ୍ଦ,…

ଭଦ୍ରକ: ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଅଚାନକ ଶୁଭିଲା ଥିଲା ପ୍ରଚଣ୍ଡ ଶବ୍ଦ। ତେବେ ଏହା କାହାର ଶବ୍ଦ ତାହା ଜଣାପଡ଼ି ନାହିଁ । ଅପରାହ୍ନ ୩ଟା ୧୦ ମଧ୍ୟରେ ଶବ୍ଦ ଶୁଭିଥିବା ସୂଚନା ମିଳିଛି। ଭଦ୍ରକର ଭଣ୍ଡାରୀ ପୋଖରୀ ଓ ବନ୍ତ ଅଞ୍ଚଳରେ ଶୁଭି ଥିଲା ଶବ୍ଦ। ଯାଜପୁର ଟାଉନ୍, ରୋଡ୍, ଧର୍ମଶାଳା, ପାଣିକୋଇଲିରେ…

ବିଧାନସଭା: ଆସନ୍ତାକାଲି ଯାଏଁ ଗୃହ…

ଭୁବନେଶ୍ବର: କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଦିବଂଗତ ନେତା ଓ କରୋନା ଯୋଦ୍ଧା ପ୍ରତି ଶୋକ ବ୍ୟକ୍ତ ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ମୁଲତବୀ ପରେ ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ…

ସମରେ କୋଭାକ୍ସିନ ଟୀକାର ତୃତୀୟ ପର୍ଯ୍ୟାୟ…

ଭୁବନେଶ୍ୱର: କୋଭିଡ-୧୯ ବିରୁଦ୍ଧରେ ବହୁ ପ୍ରତୀକ୍ଷିତ କୋଭାକ୍ସିନ ଟୀକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ ଗୁରୁବାର ଦିନ ଆରମ୍ଭ ହୋଇଛି । ହସପିଟାଲ୍‌ର ପ୍ରିଭେଂଟିଭ ଆଣ୍ଡ ଥେରାପ୍ୟୁଟିକ୍ କ୍ଲିନିକାଲ ଟ୍ରାଏଲ ୟୁନିଟ୍‌…

ବିଧାନସଭା: ଗୃହରେ ଉପସ୍ଥାପିତ ହେଲା…

ପୁରୀ: କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ସହିତ ଗୃହରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ବିରୋଧୀଙ୍କ ହଙ୍ଗାମା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୦୨୦-୨୧ ବର୍ଷ ପାଇଁ ୧୧…

ଟିକା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ:…

ଭୁବନେଶ୍ୱର: କରୋନା ଟିକା ପାଇଁ ଓଡ଼ିଶାର ପ୍ରସ୍ତୁତ। ଏହା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ନବ ଦାସ କହିଛନ୍ତି, ଟିକା ପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ୍ ଦେଇଥିଲେ, ତା’ର ପ୍ରସ୍ତୁତି ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ପୂରା ଖସଡା ପ୍ରସ୍ତୁତ ହୋଇନାହିଁ। ପୂରା…

ଏନଏଚଆରସି ଗଲେ ସମ୍ବିତ ପାତ୍ର

ଭୁବନେଶ୍ବର: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ଏନଏଚଆରସି ଯାଇଛି। ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ହାଜତ ମୃତ୍ୟୁ ପରେ ପୁଲିସ ଅମାନବୀୟ ଭାବେ ସଂସ୍କାର କରିଦେଲା ବାପା, ମାଙ୍କୁ ଉଠାଇ ନେଲା ପୋଲିସ…

ରାଜଧାନୀରୁ ୪୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜଧାନୀରୁ ଗତ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରୁ ୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ରହିଥିବା ବେଳେ୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…

ଦିଲ୍ଲୀ ଛାଡ଼ିବେ ସୋନିଆ ଗାନ୍ଧି !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦିଲ୍ଲୀ ଛାଡ଼ିବେ ବୋଲି ସୂଚନା ମିଳିଛି। କାରଣ ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଯାଇଥିଲା। ତାଙ୍କର କ୍ରୋନିକ ଛାତି ସଂକ୍ରମଣର ସମସ୍ୟା ଥିବାରୁ ସେ କିଛି ଦିନ ପାଇଁ ଗୋଆ ବା ଚେନ୍ନାଇରେ ଯାଇ ରହିବେ। ଏ ନେଇ ଆଜି ପାର୍ଟି ସୂତ୍ରରୁ ଜଣା…

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ସୋମବାର ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି…