Odisha Link
Bridging the Missing Links in Odisha
Daily Archives

November 21, 2020

ହାସ୍ୟ ଅଭିନେତ୍ରୀଙ୍କ ଘରେ ଏନସିବି ଚଢ଼ାଉ

ମୁମ୍ବାଇ: ବଲିଉଡ଼ରେ ଡ୍ରଗ୍ସ ଲିଙ୍କର ମାମଲା ଯାଇ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଙ୍କ ଘରେ ପହଁଞ୍ଚିଲାଣି। ଏହି କ୍ରମରେ ଆଜି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଏନସିବି ଚଢ଼ାଉ କରିଥିବା ଜଣାପଡ଼ିଛି। ତେବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅନ୍ଧେରୀ,…

ଆଖି ବୁଜିଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଛି। ଏହାସହ ୭,୭୪୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

ରାଜ୍ୟରେ କରୋନା: ୭୭୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୩୩୨୩ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୩୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।…

ମରିଗଲା ମାନବୀକତା, ଡାକ୍ତରଖାନା ବାରଣ୍ଡା…

ବରଗଡ଼: ବରଗଡ଼ ଜିଲ୍ଲାର ସଦର ମହକୁମାର ସ୍ୱାସ୍ଥ୍ୟକେନ୍ଦ୍ରର ୨ଟି ଜାଗାରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନା ବାରଣ୍ଡା ଓ ଅଟୋରେ ଜନ୍ମ ହୋଇଛନ୍ତି ଶିଶୁ । ଆଜି ଭୋରରୁ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି, ଯେଉଁଠି ସ୍ୱାସ୍ଥ୍ୟ ସେବାର ଅସୁସ୍ଥତା ବାରି ହୋଇପଡ଼ିଛି । ସୂଚନା ଅନୁସାରେ, ବରଗଡ ତୋରା ଗାଁର…

ବ୍ରିଟେନରୁ ଉଦ୍ଧାର ପ୍ରଭୁ ଶ୍ରୀ ରାମ,…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭଗବାନ ରାମ, ଲକ୍ଷ୍ମଣ ଓ ସୀତା ମାତାଙ୍କ ବ୍ରୋଞ୍ଜର ମୂର୍ତ୍ତି ତାମିଲନାଡୁ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏଠାରେ ଭାରତୀୟ ପ୍ରତ୍ନତତ୍ତ୍ବବିତ୍ ବିଭାଗ(ଏଏସଆଇ) ମୁଖ୍ୟାଳୟରେ ଏକ ସମାରୋହ ବେଳେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ୍ ପଟେଲ ୧୯୭୮ରେ ହୋଇଥିବା…

ଶୀତକାଳୀନ ଅଧିବେଶନରେ ପୁଣି ଉଠିଲା ହାଜତ…

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣି ଉଠିଛି ହାଜତ ମୃତ୍ୟୁ ପ୍ରସଙ୍ଗ। ଗୃହରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ ଏଥିନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି ସବୁ କାର୍ଯ୍ୟସୂଚୀ ବାତିଲ୍ କରି ମୋସନ ଆକାରରେ ଆଲୋଚନା ଦାବି କରିଛନ୍ତି। ସେ ହାଜତ ମୃତ୍ୟୁ…

ହିମାଚଳର ଏହି ଗାଁରେ ସମସ୍ତେ କରୋନା…

ମନାଲି: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବରରେ ଆତଙ୍କ ରଚିଛି। ଅପରପକ୍ଷେ ମହାମରୀ କରୋନାକୁ ମାତ୍‌ ଦେବା ପାଇଁ ବହୁ ଦେଶ ଟିକାର ବାହାର କରିବାର କାମରେ ଲାଗିଛନ୍ତି। ଭାରତରେ ଗତ କିଛି ଦିନ ତଳେ କରୋନା ମାମଲା ହ୍ରାସ ପାଇଥିଲେ ମଧ୍ୟ ଏବେ ଏହାର ଦ୍ବିତୀୟ ଲହର ଫେରିଛି। ଦିଲ୍ଲୀ, ମହାରାଷ୍ଟ୍ର,…

୨୪ କିଲୋ ୪୦୦ଗ୍ରାମ ଓଜନର ଗଞ୍ଜେଇ ଜବତ

ଫୁଲବାଣୀ: ୨୪ କିଲୋ ୪୦୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ପୁଲିସ । କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଞ୍ଚଳରୁ ଜବତ କରାଯାଇଥିବାର ଖବର ମିଳିଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଚକ୍ରଧର ପାତ୍ର, ପାଟ ମଲ୍ଲିକ ଓ ସରୋଜ କୁମାର ସାହୁ। ସୂଚନା ଅନୁସାରେ,…

ମାଗଣା ମାଉଁସ ପାଇଁ ଭୁଲିଗଲେ ମଣିଷପଣିଆ,…

ସୁନ୍ଦରଗଡ଼: ରାସ୍ତାକଡ଼ରେ ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ଗାଡ଼ି। ଏହା ଦେଖି ଗାଡ଼ି ଚାରିପଟେ ଜମିଥିଲା ଲୋକଙ୍କ ଭିଡ଼। ଏହା ଦେଖି ସତେ ଯେମିତି ଲାଗୁଥିଲା ଲୋକ ମାନେ ମିଳିମିଶି ଗାଡ଼ିରେ ଫସିଥିବା ଡ୍ରାଇଭରକୁ କିମ୍ବା ଅନ୍ୟମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି। ହେଲେ ପ୍ରକୃତରେ ମଣିଷକୁ ନୁହେଁ କୁକୁଡ଼ାକୁ…

ବନ୍ଧୁକ ମୁନରେ ଲୁଟିନେଲେ ଦେଢ ଲକ୍ଷ…

ଚୌଦ୍ବାର: ବନ୍ଧୁକ ମୁନରେ କଟକ ଜିଲ୍ଲାର ଚୌଦ୍ବାରରେ ଥିବା ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲୁଟ କରିଛନ୍ତି ଦୁର୍ବୃତ। ବ୍ୟାଙ୍କର ୨ଜଣ କ୍ଷେତ୍ରକର୍ମଚାରୀ ଟାଙ୍ଗୀ ଥାନା ନପଙ୍ଗ ଅ‌ଞ୍ଚଳରୁ ଅର୍ଥ ସଂଗ୍ରହ କରି ଫେରୁଥିବା ସମୟରେ ଏହି ଲୁଟ୍ ହୋଇଥିଲା । ଦୁର୍ବୃତ ମାନେ ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟି…