Odisha Link
Bridging the Missing Links in Odisha
Daily Archives

November 21, 2020

ପରଲୋକରେ ସିରାଜଙ୍କ ବାପା, ଭାବବିହ୍ବଳ…

ନୂଆଦିଲ୍ଲୀ: ପରଲୋକରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତା ମହମ୍ମଦ ଘୋଷ। ଅଷ୍ଟ୍ରେଲିଆ ଗସ୍ତରେ ସିରାଜ ଥିବାବେଳେ ଗତକାଲି ତାଙ୍କା ବାପାଙ୍କ ୫୩ ବର୍ଷ ବୟସରେ ନିଧନ ହୋଇଛି। ସେ ଦୀର୍ଘ ଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ସିରାଜ ଭାଙ୍ଗି…

କୋଇଲା ଖଣିରେ ସୁରକ୍ଷା କର୍ମୀଙ୍କ…

ଅନଗୁଳ: ଆଜି ସକାଳେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଅନଗୁଳ ଜିଲ୍ଲାର ତାଳଚେର ଭରତପୁର କୋଇଲା ଖଣିର ଘଟିଛି। ସୁରକ୍ଷା କର୍ମୀଙ୍କର ନାମକ ବିଜୟ ଚୌହାନ। ଆଜି ସକାଳେ ଭରତପୁର କୋଇଲା ଖଣିରେ କାର୍ଯ୍ୟରତ ସମୟରେ ସେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ ବିଜୟ…

ଧଉଳି ଥାନା ଏଏସ୍‌ଆଇ ଗିରଫ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ପଡ଼ିଲେ ଧଉଳି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ତୋଫାନ୍‌ ଗୁରୁ। ସେ ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ଥିଲେ।  ତାଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି…

ଉତ୍କର୍ଷତାରୁ ଶ୍ରେଷ୍ଠତାର ଉଦାହରଣ କିଟ୍‍…

୨୧ ନଭେମ୍ବର ୨୦୨୦ କିଟ୍‌ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ସମାରୋହ ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା…

ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ କରୁଥିବାର ଦେଖାଯାଇଛି। ହାତୀପଲ ଶହ ଶହ ଏକର ପରିବା ଚାଷ ନଷ୍ଟ କରି ଦେଇଛନ୍ତି। ସିନ୍ଦୁରପୁର, ଗଣେଶପୁର, ଗୁଲାପଡାରେ ୨୪ ଟିକିଆ ହାତୀପଲ ଦେଖାଦେଇଥିଲା। ସ୍ଥାନୀୟଲୋକେ ହାତୀପଲଙ୍କ ପାଇଁ ଆତଙ୍କିତ ଅବସ୍ଥାରେ…

ଦିଲ୍ଲୀରେ କୋଭିଡ ସଂକ୍ରମଣର ତୃତୀୟ ଲହଡି…

ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ଠାରୁ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି। ନଭେମ୍ବର ମାସରୁ ଦିଲ୍ଲୀରେ କୋଭିଡ ସଂକ୍ରମଣର ତୃତୀୟ ଲହଡି ଆରମ୍ଭ ହୋଇଛି। ପ୍ରତିଦିନ ୬ରୁ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ସଂକ୍ରମଣକୁ ଆୟତ କରିବା ପାଇଁ କିଛି ବଡ ପଦକ୍ଷେପ ନେଇଛନ୍ତି…

ପାଣି ପାଇଁ ମୃତ୍ୟୁ ବରଣ କଲେ ଯୁବକ

ଜୟପୁର : ମରିଗଲା ମାନବିକତା। ପାଣି ଟୋପାଏ ପାଇଁ ଟଳି ପଡ଼ିଲେ ଯୁବକ। ଏହି ଅଭାବନୀୟ ଘଟଣାଟି କୋରାପୁଟ ଜିଲ୍ଲା ଜୟପୁର ସହରରେ ଘଟିଛି। ସୂଚନା ଅନୁସାରେ, ଶୁକ୍ରବାର ଦିନ ୧୧ଟା ୧୫ ବେଳେ ଜୟପୁର ୱେଲକମ ଛକ ନିକଟରେ ଜଣେ ଅପରିଚିତ ଯୁବକ ଅସୁସ୍ଥ ହୋଇ ରାସ୍ତାରେ ପଡ଼ିଥିବା ନେଇ ଖବର ପାଇଥିଲା ଟାଉନ ଥାନା…

ଡାକ୍ତର ଚିତ୍ତରଂଜନ କର ପରଲୋକ

ଭୁବନେଶ୍ବର: ଏସ୍‌ସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଡାକ୍ତର କରଙ୍କ ଫୁସ୍‌ଫୁସ୍‌ରେ ଗୁରୁତର ସ˚କ୍ରମଣ ହେବାରୁ ଗତମାସରେ ତାଙ୍କୁ ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ ହସ୍ପିଟାଲକୁ ଭୁବନେଶ୍ବରରୁ ଏୟାର…

ଆଜିଠୁ ଆରମ୍ଭ ଅନଲାଇନ୍‌ରେ ମିଡ଼ିଆ…

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ଚତୁର୍ଥ ସଂଷ୍କରଣର ଇ-ଉଦ୍‌ଘାଟନ ପାଇଁ ଭର୍ଚୁଆଲ ମଂଚ ପ୍ରସ୍ତୁତ । ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୧ତମ ଜନ୍ମବାର୍ଷିକ ଉପଲକ୍ଷେ, ଆଜି ଠାରୁ ଏହି ଦୁଇ ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଅନ୍‌ଲାଇନ୍‌ରେ…