ଖବର ସ୍ନାକ୍ ଭିଡିଓ ସମେତ ଆଉ ୪୩ ମୋବାଇଲ ଆପ୍… ନୂଆଦିଲ୍ଲୀ: ସ୍ନାକ୍ ଭିଡିଓ ସମେତ ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍ କରିଛନ୍ତି ଭାରତ ସରକାର। ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏସବୁ ମୋବାଇଲ ଆପ୍ ବ୍ୟାନ ହୋଇଛି।…
ଓଡ଼ିଶା ପ୍ରତି ଲୋକଙ୍କୁ ଟିକାକରଣ ଏକ ଜାତୀୟ… ନୂଆଦିଲ୍ଲୀ: ଦେଶ ଓ ରାଜ୍ୟର କୋଭିଡ ସ୍ଥିତିନେଇ ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘କରୋନାର ଚତୁର୍ଥ ପର୍ଯ୍ୟାୟରେ ଏବେ ଆମେ ପହଞ୍ଚି ସାରିଛେ। ଭାଇରସ୍ ଦୁର୍ବଳ ହୋଇଗଲା ବୋଲି ଭାବନ୍ତୁ ନାହିଁ। ଗଭୀର ସମୁଦ୍ରର ବିପଦରୁ…
ଓଡ଼ିଶା ଡମ୍ପର ଧକ୍କାରେ ୬ ମୃତ ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଡମ୍ପର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଚାଲି ଚାଲି ଯାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଚଢ଼ି ଯାଇଥିଲା। ୬ ଜଣ ମୃତଙ୍କ ମଧ୍ୟରେ ୨ ଜଣ ମହିଳାଥିବା ବେଳେ ୪ ଜଣ ପୁରୁଷ ଥିବା ସୂଚନା…
ଅପରାଧ ପରୀ ମୃତ୍ୟୁ ମାମଲା, ରୁଲିଂ ଦେଲେ… ନୟାଗଡ଼: ନୟାଗଡ଼ର ପରୀ ମୃତ୍ୟୁ ମାମଲାରେ ରୁଲିଂ ଦେଲେ ବାଚସ୍ପତି। କାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ପରୀ ମୃତ୍ୟୁ ମାମଲାରେ ବିରୋଧୀ ଦଳମାନେ ୪ଟି ପ୍ରସଙ୍ଗ ଉଠାଇଛନ୍ତି।…
ଅପରାଧ ଗିରଫ ହେଲେ ଗଣିତ ଅଧ୍ୟାପକ ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭଯୋଗରେ ବନ୍ଧାହେଲେ ଗଣିତ ଅଧ୍ୟାପକ। ସିଇଟି କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡ. ପ୍ରସନ୍ନ କୁମାର ମିଶ୍ରଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ କୁମାରଙ୍କ ଖଣ୍ଡଗିରି ବାସ ଭବନ ସମେତ ୪ ଟି ସ୍ଥାନରେ କାଲି ଚଢ଼ଉ କରିଥିଲା…
ଓଡ଼ିଶା ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍… ନୂଆଦିଲ୍ଲୀ: ଭାରତର ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଲ୍ୟାଣ୍ଡ ଆଟାକ୍ ଭର୍ସନ ବା ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଆଜି ସକାଳ ୧୦ଟାରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ…
ଓଡ଼ିଶା ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଫରେଷ୍ଟର… ରାଉରକେଲା: ଲାଞ୍ଚ ନେବା ପଡ଼ିଳା ମହଙ୍ଗା। ସୁନ୍ଦରଗଡ଼ ଜିଲ୍ଲାର ବାଙ୍କୀ ଫରେଷ୍ଟର ବିଜୟ କୁମାର କୋଠି ନିଲମ୍ବିତ ହୋଇଛନ୍ତି। ରାଉରକେଲା ଡି ଏଫ ଓ ସଞ୍ଜୟ କୁମାର ସ୍ବାଇଁ ତାଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ଏକ ଜବତ ଗାଡ଼ିକୁ ରିଲିଜ କରିବା ପାଇଁ ଗତ ୧୯ ତାରିଖରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ…
ଓଡ଼ିଶା ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର ପୁରୀ: ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର। ଏହା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ କ୍ରିଷନ କୁମାର ସୂଚନା ଦେଇଛନ୍ତି। ଡିସେମ୍ବର ୨ୟ କିମ୍ବା ୩ୟ ସପ୍ତାହରେ ଖୋଲି ପାରେ ବୋଲି ସେ କହିଛନ୍ତ । ଶ୍ରୀମନ୍ଦିର ଏନେଇ ଭକ୍ତମାନଙ୍କ ଏସଓପି ପ୍ରସ୍ତୁତ କରାଯିବ। କରୋନା କଟକଣା କାରଣରୁ ସାଧାରଣ ଭକ୍ତ ମାନଙ୍କ ପାଇଁ…
ଅପରାଧ ଆଇଆଇଏଫଏଲ ସଂସ୍ଥାରୁ ସୁନା ଲୁଟ୍ ଘଟଣା: ୬… କଟକ: କଟକର ନୟାସଡ଼କ ସ୍ଥିତ ଆଇଆଇଏଫଏଲ ସଂସ୍ଥାରୁ ଲୁଟ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଏନେଇ ଟ୍ବିନ୍ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସ୍ ମିଟ୍ କରି ସୂଚନା ଦେଇ କହିଛନ୍ତି ଯେ ଲୁଟ୍ ଘଟଣାରେ ମୁଖ୍ୟ ସୂତ୍ରଧର ଥିଲା ସେହି ଆଇଆଇଏଫ୍ଏଲ୍ ଫାଇନାନ୍ସ କମ୍ପାନିର କର୍ମଚାରୀ।…
ଖବର ଯୁକ୍ତ ୩ରେ ନାମଲେଖା ଅବଧି ବଢ଼ିଲା ଭୁବନେଶ୍ବର: ଯୁକ୍ତ ୩ରେ ନାମଲେଖା ଅବଧି ବଢ଼ିଲା। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁକ୍ତ ୩ରେ ଆଗାମୀ ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫ଟା ଯାଏଁ ସ୍ପଟ୍ ଓ ୱେଟିଂ ଆଡମିସନ୍ ଚାଲିବ। ଠିକ୍ ସେହିପରି ୯ ତାରିଖ ସନ୍ଧ୍ୟା ୫ଟା ଯାଏଁ ନାମ…