ନୟାଗଡ଼: ପରୀ ହତ୍ୟା ପଛରେ ଏହି ୬ଟି କାରଣ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ୫ ବର୍ଷର ନିଷ୍ପାପ ବାଳିକା ଅମୃତା ସ୍ନେହା ସାହୁ ଓରଫ୍ ପରୀ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟାଇବାରେ ଜିଲ୍ଲା ପୁଲିସ ବିଫଳ ହେବା ପରେ ସରକାର ଏ ମାମଲାକୁ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ବିଧାନସଭା ଚାଲିଥିବା ସମୟରେ ପରୀ ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାର…