Odisha Link
Bridging the Missing Links in Odisha
Daily Archives

November 26, 2020

ବାଦାମବାଡିରେ ଜଳିଗଲା ବସ୍, କାରଣ…

କଟକ: ବାଦାମବାଡିରେ ଜଳିଗଲା ଯାତ୍ରୀବାହୀ ବସ୍। ପାଲାମଣ୍ଡପ ପୁରୀ ବସ୍‌ ଷ୍ଟାଣ୍ଡ୍‌ରେ ଛିଡ଼ା ହୋଇଥିବା ଏକ ବସ୍‌ରେ ନିଆଁ ଲାଗି ବସ୍‌ଟି‌ ଜଳିଯାଇଛି। ବସ୍‌ ଭିତରେ କୌଣସି ଯାତ୍ରୀ ନଥିବା ସୂଚନ ମିଳିଛି। କେଉଁ କାରଣରୁ ବସ୍‌ଟି ଜଳିଲା ତାହା ଜଣା ପଡ଼ିନାହିଁ।  ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସୂଚନା…

ସ୍କୁଲ୍‌ ଓ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ…

ନୂଆଦିଲ୍ଲୀ: ‘ନେଟ୍‌ଓ୍ଵାର୍କ ଦୁନିଆ’ରେ ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ନିତ୍ୟାନ୍ତ ଜରୁରୀ ହୋଇ ପଡ଼ିଛି। ତେଣୁ ବିଶ୍ଵ ବିଦ୍ୟାଳୟ ସ୍ତରରେ ପଢ଼ାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ। ସ୍କୁଲ ପାଠ୍ୟକ୍ରମରେ ସାଇବର ସୁରକ୍ଷା ସଚେତନତା କିପରି ପଢ଼ାଯାଇ ପାରିବ, ସେ ନେଇ ପ୍ରକ୍ରିୟା ଆରମ୍ଭ…

ପଞ୍ଚୁକର ପ୍ରଥମ ଦିନରୁ ବିଭ୍ରାଟ,…

ପୁରୀ: ଆଉ କେଇଟା ଦିନ ଗଲେ ସରିବ ଧର୍ମ ମାସ କାର୍ତ୍ତିକ। ଏଥିପାଇଁ ବୁଧବାର ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ନୀତି। ଏହି ପଞ୍ଚୁକ ୫ ଦିନରେ ବିଭିନ୍ନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଆସନ୍ତାକାଲଇ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ତେବେ ପଞ୍ଚୁକର ପ୍ରଥମ ଦିନରୁ ହିଁ…

ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୬୪୪…

ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୬୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୯ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୭୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

୩ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ଜଣେ…

କୋରାପୁଟ: କୋରାପୁଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ। କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏହି ନକଲି ନୋଟ୍ ଜବତ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ ୩…

ବିଧାନସଭା: ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଅପରାହ୍ନ ୩ଟା ଯାଏଁ ବିଧାନସଭା ମୁଲତବୀ। ନୟାଗଡ ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହୋହଲ୍ଲା। ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି। ନୟାଗଡ ପରୀ ହତ୍ୟା ମାମଲାରେ କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହୋହଲ୍ଲା ହୋଇଛି। ବ୍ୟାନର ଧରି ବାଚସ୍ପତିଙ୍କ…

IIFL ଲୁଟ୍‌ ଘଟଣା, ବାହା ବେଦୀରୁ ବରକୁ…

କଟକ: ବାହା ବେଦୀରୁ ବରକୁ ଟେକିନେଲା ପୁଲିସ୍‌। କଟକ ନୟାସଡ଼କସ୍ଥିତ IIFL ଫାଇନାନ୍ସ କମ୍ପାନୀରୁ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଲୁଟ୍ ଘଟଣାରେ ପୁଲିସ୍‌ କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କୁ ଗିରଫ କରିଛି। ଗତ ରାତିରେ ବିବାହ ବେଦୀକୁ ଯାଉଥିବା ବେଳ ପୁଲିସ୍…

କଟକରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ: କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା। ଆଜି କଟକ ସଦର ଥାନା ଅନ୍ତର୍ଗତ ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ। ସଦର ପୋଲିସର ମିଳିତ ଚଢ଼ାଉରେ ନକଲି ଘିଅ କାରଖାନା ଠାବ ହୋଇଛି। ପୋଲିସ କାରଖାନାର ମାଲିକ ସହିତ ୨ ଜଣଙ୍କୁ ଅଟକ ରଖିଛି। ନକଲି ଘିଅ କାରଖାନା ଠାବ କରାଯିବା ପରେ…

ରାଜ୍ୟରେ ଶୀତ ଲହରୀ

ଭୁବନେଶ୍ୱର: ବାତ୍ୟାା 'ନିଭାର' ପ୍ରକୋପରେ ରାଜ୍ୟରେରେ ପାଗ ମେଘୁଆ ରହିଛି। ପ୍ରାୟତଃ ସର୍ବୋଚ୍ଚ ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି। ଦିନବେଳା ଥଣ୍ଡା ପବନ ଯୋଗୁଁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି। ଗତକାଲି ଦିନରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୪-୫ ଡିଗ୍ରୀ କମ୍‌ ଥିଲା।…

ସ୍ବଇଚ୍ଛାରେ ଅବାଧରେ ଅନ୍ୟ ସହ ରହିପାରିବେ…

ନୂଆଦିଲ୍ଲୀ: ଜଣେ ପ୍ରାପ୍ତ ବୟସ୍କା ମହିଳା ନିଜ ଇଚ୍ଛା ଅନୁସାରେ ଅବାଧରେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହ ରହିପାରିବେ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଜଣେ ୨୦ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ପୁନର୍ମିଳନ କରାଇବା ବେଳେ ବିଚାରପତି ବିପିନ ସଙ୍ଘାଇ ଏବଂ…