Odisha Link
Bridging the Missing Links in Odisha
Daily Archives

November 27, 2020

୫ ମାସ ତଳେ ହୋଇଥିଲା ବିବାହ,…

କେନ୍ଦୁଝର: ବୈଦିକ ରୀତିନିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ସାତ ଜନ୍ମ କଣ ବିବାହର ୫ ମାସ ନପୂରୁଣୁ ସ୍ବାମୀଙ୍କୁ ଛାଡ଼ି ଚମ୍ପଟ ମାରିଛି ସ୍ତ୍ରୀ। ଏଭଳି ଏକ ଅଜବ ଘଟଣା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌…

୨୬ ବର୍ଷ ପରେ ଆଜି ବିରଳ ନାଗାର୍ଜୁନ ବେଶ

ଦୀର୍ଘ ୨୬ ବର୍ଷ ପରେ ଜଗତର ନାଥ ଜଗନ୍ନାଥ ବିରଳ ନାଗାର୍ଜୁନ ବେଶରେ ସଜିତ ହୋଇଛନ୍ତି। ତାଙ୍କର ଏହି ବେଶକୁ ପର୍ଶୁରାମ ଦେଶ ବୋଲି ମଧ୍ୟ କୁହାଯାଏ। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡେ, ସେ ବର୍ଷ ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ହୋଇଥାନ୍ତି। ପୂର୍ବଥର ଏହି ବେଶ ୧୬ ନଭେମ୍ବର…

ଶିଶୁ ଦେହରେ ଉଭୟ ଯୌନାଙ୍ଗ, ପୁଅ ନା ଝିଅ…

କଟକ: ଏକ ବିରଳ ଶିଶୁକୁ ନେଇ ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଏକ ଶିଶୁ ଚିକିତ୍ସା ପାଇଁ ଆସିବା ପରେ ଚର୍ଚ୍ଚା ଲାଗି ରହିଛି। ବିରଳ ଏଇଥିପାଇଁ କି’ ଶିଶୁର ଯୌନାଙ୍ଗ ସ୍ଥାନର ଗଠନ ବଡ଼ ବିଚିତ୍ର। ଉଭୟ ପୁରୁଷ ଓ ମହିଳାଙ୍କ ଯୌନାଙ୍ଗ ତା’ ଦେହରେ ପ୍ରାକୃତିକ ଭାବେ…

ନିଖୋଜ ଥିବା କଲେଜ ଛାତ୍ରଙ୍କର ମୃତ ଦେହ…

କାଲିମେଳା: ଆଜି ସକାଳୁ ନାମକଣ୍ଡା ଗ୍ରାମ ନିକଟରୁ ନିଖୋଜ ଥିବା କଲେଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେ ଗତ ଦୁଇଦିନ ହେଲା ପୋଟେରୁ ନଦୀରେ ନିଖୋଜ ଥିଲେ। ମୃତକ ଜଣକ ହେଲେ ରାକେଶ ମଣ୍ଡଳ। ତାଙ୍କ ମୃତ ଶରୀରଟି ଭେଙ୍କଟପାଲମ ଠାରୁ ଭାସି ଭାସି ଆଜି ସକାଳେ ନାମକଣ୍ଡା ଗ୍ରାମ ନିକଟରେ ଲାଗିଥିଲା।…

ଦୁଇବର୍ଷର ପ୍ରେମ, ଡିସେମ୍ବର ୧୫ରେ…

ଭୁବନେଶ୍ବର: ଚର୍ଚ୍ଚାରେ କୁବେର ଆଇଏଫ‌୍‌ଏସ୍‌ ଅଭୟକାନ୍ତ ପାଠକ‌ ଓ ତାଙ୍କ ପୁଅ ଆକାଶ କୁମାର ପାଠକ। ସରକାରୀ ବାବୁଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବେଶି ତାଙ୍କ ପୁଅଙ୍କୁ ନେଇ ହେଉଛି। ସରକାରୀ ଟଙ୍କା ଚଳୁ କରି ନିଜର ସମ୍ପତ୍ତି ବଢ଼ାଇବାରେ ସିଦ୍ଧହସ୍ତ ଥିଲେ ସରକାରୀ ବାବୁ। ତାଙ୍କ ପୁଅ ମଧ୍ୟ ଏହି…

ଆଖି ବୁଜିଲେ ଆଉ ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧,୭୧୮ ରେ ପହଞ୍ଚିଛି।ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା…

ରାଜ୍ୟରେ କରୋନା: ୫୯୪ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଏବେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୩ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୫୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।…

ଭାରତ-ଚୀନ ବିବାଦ, ହୋଇପାରେ ୯ମ ରାଉଣ୍ଡ…

ନୂଆଦିଲ୍ଲୀ: ଭାରତ ଚାଇନା ବିବାଦ ଥମିବାରେ ନାଁ ଧରୁନି। ଦୁଇ ଦେଶ ଅନେକ ଥର ନିଜ ସେନାକୁ ସୀମାରୁ ପଛକୁ ହଟାଇବା ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ଏହାର କିଛି ସୁଫଳ ମିଳି ପାରିନାହିଁ। ବର୍ତ୍ତମାନ ସ୍ଥିତିରେ ସୀମାରୁ କୌଣସି ପ୍ରକାରର ସେନା ଯବାନଙ୍କୁ ପଛକୁ ହଟା ଯିବନାହିଁ ବୋଲି ଜଣାପଡ଼ିଛି। ସୂତ୍ର…

୪୮ଘଣ୍ଟା ପରେ ବଢ଼ିବ ଶୀତ

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୯ତାରିଖରେ ଏହି ଲଘୁଚାପ ପଶ୍ଚିମ ଦିଗରେ ଗତି କରିପାରେ। ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ କି ନା ତାହା ସୂଚନା ମିଳି ପାରିନାହିଁ। ତେବେ ଆସନ୍ତା ୪୮ ଘଣ୍ଟା ପରେ ରାତିର ତାପମାତ୍ରା…

ସଂପନ୍ନ ହେଲା ଶ୍ରୀଜିଉଙ୍କ ଦୁର୍ଲଭ…

ପୁରୀ: ସଂପନ୍ନ ହେଲା ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦୀର୍ଘ ୨୬ ବର୍ଷ ପରେ ହୋଇଥିଲା। ଶ୍ରୀମନ୍ଦିରରେ ପାଟପଟୁଆରରେ ମହାବାହୁଙ୍କ ବେଶ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି। ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ମଇଲମ ନୀତି ହୋଇଥିଲା। ସମାନ…