Odisha Link
Bridging the Missing Links in Odisha
Daily Archives

November 28, 2020

ପୁଣି ବିଧାନସଭା ନିକଟରେ ଆତ୍ମାହୁତି…

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ । ଉଭୟ ବିଧାନସଭା ପଛପଟ ଇଡକଲ ରାସ୍ତାରେ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ…

ଆଜି ବାବା ଧବଳେଶ୍ବରଙ୍କ କିରାତଅର୍ଜୁନ…

କଟକ: ଦୀର୍ଘ ୨୫ ବର୍ଷ ପରେ ଆଜି ବାବା ଧବଲେଶ୍ୱରଙ୍କର କିରାତଅର୍ଜୁନ ବେଶ। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଶ୍ରଦ୍ଧାଳୁ ବାବାଙ୍କ ଏହି ଦୁର୍ଲଭ ବେଶର ଦର୍ଶନରୁ ବଞ୍ଚିତ ରହିବେ। କରୋନା କଟକଣା କାରଣରୁ ଧବଳେଶ୍ୱର ମନ୍ଦିର ଓ ଅଖପାଖ ଅଞ୍ଚଳରେ ୧୪୪ ଧାରା…

ମୋତେ କାଳିଆ ପାଖକୁ ନେଇ ଚାଲ…

କଟକ: ଏକାଠି ଜନ୍ମ ହୋଇଥିଲେ। ଦୀର୍ଘ ୧୪ ମାସ ହେଲା ଗୋଟିଲ ଜାଗାରେ ଖେଳୁଥିଲେ, ହସୁଥିଲେ। ହେଲେ ବୁଧବାର ଜଗାକୁ ଏକାକରି କାଳିଆ ସବୁଦିନ ପାଇଁ ଚିରନିଦ୍ରାରେ। ହେଲେ ନିୟତିର ଏହି ଦାରୁଣ ସତ୍ୟକୁ ବୁଝିବା ପାଇଁ ଜଗାର ସେହି କଅଁଳ ମନର ସାମର୍ଥ୍ୟ ନାହିଁ। ପାଖରେ ଭାଇକୁ ନପାଇ ଝୁରି ହେଉଛି ଜଗା। ଗାଁରେ…

ଜିପ୍ ଧକ୍କାରେ ୮ ବର୍ଷର ନାବାଳକର ମୃତ୍ୟୁ

ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ହୋଇଛି। ମୃତକ ନାବାଳକ ହେଲେ ସାହିଲ କୁମାର। ଏହି ଦୁର୍ଘଟଣାଟି ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ୍ ଛକ ନିକଟରେ ଘଟିଥିଲା। ସୂଚନା ଅନୁଯାୟୀ, ସାହୁ କଲୋନିର ୮ ବର୍ଷର ନାବାଳକ ସାହିଲ କୁମାର ନିଜ କକାଙ୍କ ସହ ଠିଆ ହୋଇଥିଲେ। ଏହି ସମୟରେ ଏକ…

ଜେଲରେ କେମିତି ଥିଲା ପାଠକ ବାପ-ପୁଅଙ୍କ…

ଭୁବନେଶ୍ବର: ଆକାଶରେ ଉଡ଼ିବା ଥିଲା ସଉକ। ରାତି କଟୁଥିଲା ତାରକା ହୋଟେଲରେ। ରଜକୀୟ ଠାଣି ସଙ୍ଗକୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ବିନା ଏସିରେ ନିଦ ହେଉନଥିଲା। ହେଲେ ଗୋଟିଏ ରାତିରେ ବଦଳିଗଲା ସବୁକିଛି। ଆୟବର୍ହିଭୂତ ସମ୍ପତ୍ତି ମାମଲାରେ ଗିରଫ ଅଭୟକାନ୍ତ ଓ ତାଙ୍କ ପୁଅଙ୍କ ପାଇଁ ରାତିକରେ ବଦଳିଗଲା…

୨୦ ଫୁଟ୍ ତଳକୁ ଖସିଲା ଲୁହାପଥର ବୋଝେଇ…

ବଡ଼ବିଲ: ଆଜି ଏକ ଲୁହାପଥର ବୋଝେଇ ଟ୍ରକ୍ ୨୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ କେପି ଖଣି ମୁଖ୍ୟ ଫାଟକ ନିକଟରେ ଘଟିଛି। ମୃତ ଡ୍ରାଇଭରଙ୍କ ନାମ ପ୍ରକାଶ ଜେନା ତାଙ୍କ ଘର…

ନିଜ ନାମରେ ଅଲୋଡ଼ା ରେକର୍ଡ କଲେ ଚହଲ, ଏହି…

ସିଡନୀ: ଗତକାଲି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିନିକିଆ। ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୬୬ରନରେ ବିଜୟ ହାସଲ କରିଥିଲା। ହେଲେ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିଜ ନାମରେ ଏକ ଲଜ୍ଜ୍ୟଜନକ ଓ ଅଲୋଡ଼ା ରେକର୍ଡ…

ଆଖି ବୁଜିଲେ ଆଉ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୭୩୦କୁ ବୃଦ୍ଧି ପାଇଛି।…

ରାଜ୍ୟରେ କରୋନା: ୫୫୦ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଏବେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୭ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୩୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ…

ଲିଭିନଥିଲା ମା’ର ଚିତା, ୪…

ଭୁବନେଶ୍ବର: ଜଣେ ପ୍ରସୂତୀ ମାଆର ମୃତ୍ୟୁ ପରେ ଶ୍ମଶାନରେ ଜଳୁଥିଲା ଚିତା। ଅନ୍ୟପଟେ ମା'ଛେଉଣ୍ଡ ହୋଇଗଲେ ୧୫ ଦିନର ଶିଶୁ କନ୍ୟା ସହ ୩ ଝିଅ। ଅନ୍ୟପଟେ ଅସହାୟ ଗରିବ ସ୍ଵାମୀ ଅନ୍ୟ ଉପାୟ କିଛି ନପାଇ ପତ୍ନୀର ମୃତ୍ୟୁ ପରେ ୧୫ ଦିନର କନ୍ୟା ସହ ତିନି କନ୍ୟାଙ୍କୁ ଚାଇଲ୍ଡ ଲାଇନକୁ ଟେକି ଦେଇଛନ୍ତି। ଏମିତି ଏକ…