୫ରେ ରାଜରାସ୍ତାରେ ଅନ୍ଦୋଳନ ସହ ରାସ୍ତାରୋକ ଚେତାବନୀ ଦେଇଛନ୍ତି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ
ଭୁବନେଶ୍ବର: ଡ଼ିସେମ୍ବର ୫ରୁ ରାଜରାସ୍ତାରେ ଅନ୍ଦୋଳନ ସହ ରାସ୍ତାରୋକ ଚେତାବନୀ ଦେଇଛନ୍ତି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ। ତୁରନ୍ତ ସମସ୍ୟା ସମାଧାନ ପାଇଁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଦାବି ରଖିଛନ୍ତି।
ଟୋକନ୍ ସମସ୍ୟା ଓ ଧାନକିଣା ପରିମାଣକୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜଳସେଚିତ ଅଞ୍ଚଳରୁ ଏକର ପିଛା ୧୯ କ୍ବିଣ୍ଟାଲ ଧାନ କିଣାକୁ ବିରୋଧ।
ଅଣଜଳସେଚିତ ଅଞ୍ଚଳରୁ ଏକର ପିଛା ୧୩ କ୍ବିଣ୍ଟାଲ କିଣାକୁ ମଧ୍ୟ ବିରୋଧ। ତୁରନ୍ତ ସମାଧାନ ନକଲେ ରାଜରାସ୍ତାକୁ ଓହ୍ଲାଇବାକୁ ସଂଗଠନର ଚେତାବନୀ।
Comments are closed.