ଜୀବନ ଯୁଦ୍ଧରେ ହାରିଗଲେ ୫ କରୋନା ଆକ୍ରାନ୍ତ
ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ କରୋନା ମୃତ୍ୟୁହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି।
Regret to inform the demise of five numbers of Covid positive patients while under treatment in hospitals.
1.A 39-year-old male of Jagatsinghpur district.
2.A 68-year-old male of Khordha district.
3.A 36-year-old male of Puri district.
— H & FW Dept Odisha (@HFWOdisha) December 1, 2020
ମୃତକଙ୍କ ମଧ୍ୟରୁ ପୁରୀରେ ସର୍ବାଧିକ ୩ଜଣ ମୃତ୍ୟୁ ବରଣ କରିଛନ୍ତି। ଖୋର୍ଦ୍ଧା, ଜଗତସିଂହ ପୁରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।
Comments are closed.