Odisha Link
Bridging the Missing Links in Odisha
Daily Archives

December 1, 2020

ହାତୀ ଆକ୍ରମଣରେ ବୃଦ୍ଧା ଆହତ

ପରଜଙ୍ଗ: ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆଘାତ ହୋଇଛନ୍ତି। ବୃଦ୍ଧା ଜଣକ ହେଲେ କନକ ବେହେରା। ଏହି ଦୁର୍ଘଟଣାଟି ପରଜଙ୍ଗ ଥାନା ଗେଙ୍ଗୁଟିଆ ଗ୍ରାମରେ ଘଟିଛି। ସୂଚନା ଅନୁସାରେ କନକ ଆଜି ସକାଳୁ ନିଜ ଘର ଆଗରେ ବସିଥିଲେ। ସେହି ସମୟରେ ହଠାତ ଏକ ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ…

୫୨ ଏକର ଗଞ୍ଜେଇ ଗଛକୁ ନଷ୍ଟ କଲା ପୁଲିସ

ମୁନିଗୁଡା: ପୁଣିଥରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ବନ୍ଦ୍ରୀ ଗାଁ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବେଆଇନ ଭାବେ ୫୨ ଏକର ଜାଗାରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ଅବକାରୀ, ପୋଲିସ ଓ ବନବିଭାଗର କର୍ମଚାରୀ। ଏହାର ଆନୁମାନିକ ମୂଲ୍ୟ ପ୍ରାୟ…

ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ହୋଇ ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଛି। ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି। ଏହି ଘଟଣାଟି ଝାରସୁଗୁଡ଼ାର ବକ୍ସି ଛକଠାରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ…

ଆଜିଠାରୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲାଯିବ।କରୋନା କଟକଣା ଭିତରେ କଲେଜ ଖୋଲାଯିବ। ମାସ୍କ, ସାନିଟାଇଜର୍, ସାମାଜିକ ଦୂରତାକୁ ମାନି କଲେଜ ଚାଲିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କରୋନା ସଂକ୍ରମଣ କାରଣ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ…

ଦେଶରେ କରୋନା: ୩୧ ହଜାର ୧୧୮ ନୂଆ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ପ୍ରାୟ ୩୧ ହଜାର ୧୧୮ ନୂଆ ସଂକ୍ରମଣ ଭାରତରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୪ ଲକ୍ଷକୁ ବୃଦ୍ଧି ପାଇଛି। ଏହା ସହ ୪୮୨ ଜଣ ମୃତ୍ୟୁବରଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ…

ସରକାରଙ୍କ ସହ ଆଲୋଚନା କରିବେ କୃଷକ ସଂଗଠନ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ପଞ୍ଜାବ ଓ ହରିୟାଣା କୃଷକ ସଙ୍ଗଠନ। ତାଙ୍କର ଏହି ଆନ୍ଦୋଳନ ଆଜି ୬ଷ୍ଠ ଦିନରେ ପହଞ୍ଚିଛି। ଗତ କାଲି ରାତିରେ କେନ୍ଦ୍ର ସରକାରଙ୍କ ଆମନ୍ତ୍ରଣକ୍ରମେ ଆଜି ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ଆଲୋଚନା…

ରାଜ୍ୟର ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍’

ଭୁବନେଶ୍ବର : ରାଜ୍ୟର ସବୁ ରୁଟରେ ଗଡ଼ିଲା “ମୋ ବସ୍”। କୋଭିଡ଼୍ ନିୟମ ଅନୁପାଳନ କରି “ମୋ ବସ୍”‌ ସେବା ଆରମ୍ଭ କରାଯିବ। ଏନେଇ କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି । କେବଳ ୨୯ନଂ ରୁଟକୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ…

ଇଟା ଧରାଇ ଲୁଟି ନେଲେ ସୁନା

କଟକ: ଜଣେ ବାଇକ ଚାଳକଙ୍କଠୁ ଦେଢ଼ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଲୁଟେରା। ଏହି ଘଟଣାଟି ଆଜି ବାଦାମବାଡ଼ି ଥାନା ଅନ୍ତର୍ଗତ ପୁରୀ ବସଷ୍ଟାଣ୍ତ ନିକଟରେ ଘଟିଛି। ଲୁଟେରା ମାନେ ହିନ୍ଦୀରେ କଥା ହେଉଥିଲେ। ନିଜକୁ ସେମାନେ ଇଡିର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସୂଚନା ଅନୁଯାୟୀ, ଶଙ୍କରପୁରର ଶିବ ଖୁଣ୍ଟିଆ…

ଆଜି ବିଶ୍ବ ଏଡସ୍ ଦିବସ

ଭୁବନେଶ୍ବର : ଆଜି ବିଶ୍ବ ଏଡସ୍ ଦିବସ। ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଉଛି।  ଏହା ଏଡସ୍ ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ ।ଏହି ଅବସରରେ ଅନେକ ସ୍ଥାନରେ ଏଡସ୍ ଦିବସ ପାଳନ କରାଯାଇଛି।ଚଳିତବର୍ଷ ରାଜ୍ୟରେ ୨,୯୬୩ ନୂଆ ସଂକ୍ରମିତ ଚିହ୍ନଟ…