Odisha Link
Bridging the Missing Links in Odisha
Daily Archives

December 3, 2020

ପ୍ରେମିକ ଦେହରେ ନିଆଁ ଲଗାଇଲେ ଗାଁ ଲୋକେ

ଭୁବନେଶ୍ୱର: ପ୍ରେମିକ ଦେହରେ ନିଆଁ ଲଗାଇଲେ ଗାଁ ଲୋକେ। ପ୍ରେମ ବ୍ୟାପାରକୁ ନେଇ ଜଗତସିଂହପୁରରେ ଏଭଳି ଏକ ଅଭାବନିୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ ନେଇ ପ୍ରେମିକକୁ କିଛି ଗ୍ରାମବାସୀ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଉକ୍ତ ଯୁବକ ଜଣଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏବେ କଟକ ବଡ ମେଡିକାଲରେ…

ଭାରତୀ ଓ ହର୍ଷଙ୍କୁ ଜାମିନ ସହାୟତାରେ ୨…

ମୁମ୍ବାଇ: ଆକ୍ସନ ମୁଡରେ (ଏନସିବି) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ନିଜର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛି ଏନସିବି। କିଛି ଦିନ ତଳେ ଡ୍ରଗ୍ସ ମାମଲାରେ କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷ ଗିରଫ ହୋଇଥିଲେ। ଭାରତୀ ଓ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିବାରେ ସହାୟତା କରିଥିବା ସନ୍ଦେହରେ ଦୁଇ…

ପ୍ରେମିକଙ୍କ ପତ୍ନୀଙ୍କୁ ଆକ୍ରମଣ, ନବବଧୂର…

ପାଟନା: ନିଜ ପ୍ରେମିକର ବିବାହକୁ ସହ୍ୟ କରିବା ଯେ କୌଣସି ଯୁବତୀ ପକ୍ଷେ ଅତ୍ୟନ୍ତ କଷ୍ଟକର। କିଏ ଦୁଃଖ ସହି ନ ପାରି ଜୀବନ ହାରି ଦିଏ ତ କିଏ ପ୍ରେମିକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ। କିନ୍ତୁ ବିହାରର ନାଳନ୍ଦାରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ପ୍ରେମିକର ବିବାହକୁ ସହ୍ୟ ନ କରି ଯୁବତୀ ଜଣକ…

ଅଫଲାଇନ୍‌ରେ ହେବ CBSE ଦଶମ ଓ ଦ୍ୱାଦଶ…

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ CBSE ବୋର୍ଡ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ କି ଅଫଲାଇନ୍‌ରେ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଥିଲା। ପରିଶେଷରେ CBSE ବୋର୍ଡ ପରୀକ୍ଷା ଅନ୍‌ଲାଇନ୍‌ରେ ନୁହେଁ ବରଂ ଅଫଲାଇନ୍‌ରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ପୂର୍ବବର୍ଷ ଭଳି ୨୦୨୧ରେ CBSE ଦଶମ ଓ ଦ୍ୱାଦଶ…

ଡିପ୍ ଡିପ୍ରେସନର ରୂପ ନେଲା ବାତ୍ୟା…

କୋଲୋମ୍ବୋ: ଡିପ୍ ଡିପ୍ରେସନର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ବୁରେଭି'। ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ ବୁରେଭି। ଆସନ୍ତାକାଲି ସକାଳେ ଏହା ତାମିଲନାଡୁ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା…

ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ…

ଭୁବନେଶ୍ବର : ରାଜ୍ୟରେ ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । https://twitter.com/HFWOdisha/status/1334369979458732033 ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୫୫କୁ ବୃଦ୍ଧି ପାଇଛି । ଏନେଇ…

ରାଜ୍ୟରେ କରୋନା: ୪୩୪ କରୋନା ଆକ୍ରାନ୍ତ…

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତ ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୪୯ ଓ ଲୋକାଲ୍‌ କେସ୍‌ ୧୮୫ ରହିଛି।…

ପାଠକ ବାପ-ପୁଅ ଆକାଉଣ୍ଟରୁ ୧୪ କୋଟି,…

ଭୁବନେଶ୍ୱର: କୋଟି କୋଟି ଟଙ୍କାର ଠକେଇ କରି ନିଜ ବ୍ୟାଙ୍କ ଆକାଉଣ୍ଟ ଭରୁଥିଲେ ପାଠକ ବାପ-ପୁଅ। ପାଠକ ବାପ-ପୁଅ ଆକାଉଣ୍ଟ ଖୋଳତାଡ଼ ପରେ ଭିଜିଲାନ୍ସ ହାତରେ ଲାଗିଛି ବଡ ପ୍ରମାଣ। ନିଲମ୍ବିତ IFS ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା…

୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ…

ଭୁବନେଶ୍ୱର: ୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ବୁଧବାର ସ୍ୱରାଜ୍ୟ ପକ୍ଷରୁ ଆୟୋଜିତ “ଆତ୍ମନିର୍ଭର ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ୨୦୩୦ର ଭିଜନ” ଶୀର୍ଷକ ୱେବିନାରରେ ଯୋଗଦେଇ କହିଛନ୍ତି…

୧୨ ଘଣ୍ଟିଆ ବନ୍ଦ ରହିବ ବୀରମିତ୍ରପୁର

ବୀରମିତ୍ରପୁର: ଆଜି ୧୨ ଘଣ୍ଟିଆ ବନ୍ଦ ରହିବ ବୀରମିତ୍ରପୁର। କଂଗ୍ରେସ କର୍ମୀମାନେ ବୀରମିତ୍ରପୁର ଥାନା ସମ୍ମୁଖରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଦୋକାନ ବଜାର, ଗାଡିମୋଟର ସବୁ ବନ୍ଦ ରହିଛି। ସୂଚନାଯୋଗ୍ୟ, କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲାରେ ବୀରମିତ୍ରପୁର ପୁଲିସ…