Odisha Link
Bridging the Missing Links in Odisha
Daily Archives

December 5, 2020

ବିବାହ ପୂର୍ବରୁ ଶୀତଦିନେ କିପରି ନେବେ…

ଭୁବନେଶ୍ୱର: ଏବେ ଚାଲିଛି ବିବାହ ଋତୁ। ଯଦି ଆପଣ ଏହି ଶୀତ ଦିନେ ବିବାହ କରିବାକୁ ଯାଉଛନ୍ତି ତେବେ ତ୍ୱଚାକୁ ଚମକାଇବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିନିଅନ୍ତୁ। ବିବାହ ସମୟରେ ସୁନ୍ଦର ଦେଖାଯିବା ପାଇଁ ବିୟୁଟି ପାର୍ଲର ମାନଙ୍କରେ ପୂର୍ବରୁ ଫେଆର୍‌ନେସ୍‌ ଟ୍ରିଟମେଣ୍ଟ କରୁଥିବା ଦେଖାଯାଉଛି। ତେବେ…

ବନ୍ଧୁକ ଦେଖାଇ ଲୁଟି ନେଲେ ୩ ଲକ୍ଷ ଟଙ୍କା

ବଲାଙ୍ଗିର: ବଲାଙ୍ଗିର ସହର ଉପକଣ୍ଠ ଲଖପାଲି ନିକଟରେ ଥିବା କମଳ ଚୌଧୁରୀଙ୍କ ବିସ୍କୁଟ ହୋଲସେଲ ଦୋକାନରୁ ଗନ୍ ପଏଣ୍ଟରେ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗତ ରାତି ପ୍ରାୟ ୮ଟା ପରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମୁଖା ପିନ୍ଧା ଯୁବକ ବାଇକ୍‌ରେ ଦୋକାନ ନିକଟକୁ ଆସିଥିଲେ । ୪ ଜଣ ଭିତରେ…

‘ପରୀ’ ମୃତ୍ୟୁ ମାମଲା: ୨ ସପ୍ତାହ ସମୟ…

ଭୁବନେଶ୍ବର: ‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ କରୁଛି ଏସଆଇଟି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଏହାରି ଭିତରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି। ଅରୁଣ ବୋଥ୍ରା ନିଜର…

ବଡ ଭଉଣୀର ଆକ୍ରାମଣରେ ସାନଭାଇ ଲହୁଲୁହାଣ

ପାଟଣା : ଜମିବାଡ଼ି ବିବାଦରେ ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଲହୁଲୁହାଣ କଲେ ବଡ ଭଉଣୀ । ଏହି ଅଭାବନୀୟ ଘଟଣାଟି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ସନ୍ନିକଟ କାଳିଆବେଡା ସାହିରେ ଘଟିଛି। ଦୁଇ ପରିବାର ମଧ୍ୟରେ ସାମାନ୍ୟ ବଚସା ହେଉ ହେଉ ଏହା ଉଗ୍ରରୂପ ନେଇଥିଲା। ସୂଚନା ଅନୁସାରେ,…

ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି,…

ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏହାପରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଜେଲ୍ ଯିବା ବେଳେ ଗଣମାଧ୍ୟମ ସମ୍ମୁଖରେ ଆକାଶ କହିଛନ୍ତି, ମୁଁ ଟାଟାରେ ଚାକିରି…

ସମ୍ବଲପୁରରେ ବିଭିନ୍ନ ଦାବି ନେଇ…

ସମ୍ବଲପୁର: ଚାଷୀମାନେ ସମ୍ବଲପୁର ସହରର ସିନ୍ଦୂରପଙ୍କ ଚୌଧୁରୀ ଛକରେ ଆନ୍ଦୋଳନ କରିଛନ୍ତି। ଚାଷୀମାନେ କ୍ବିଣ୍ଟାଲ୍‌ ପିଛା ଧାନ ସଂଗ୍ରହ ପରିମାଣ ବୃଦ୍ଧି, ଟୋକନ୍‌ ବ୍ୟବସ୍ଥାର ପ୍ରତ୍ୟାହାର ଓ ନୂତନ କୃଷି ନୀତିର ବିରୋଧ କରି ରାସ୍ତାରେ ଧାନ ଗାଡ଼ି ରଖି ରାସ୍ତା ରୋକ କରି ଆନ୍ଦୋଳନ କରିଥିବା ଦେଖିବାକୁ…

ଟିକା ନେଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ପୁଣି…

ନୂଆଦିଲ୍ଲୀ: ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନାମୁକ୍ତ ହେବା ପାଇଁ ଟିକା ନେଇଥିଲେ। କିନ୍ତୁ ସେ ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଖୋଦ୍‌ ଅନିଲ ଭିଜ୍‌ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଚିକିତ୍ସା ପାଇଁ ସେ ଅମ୍ବାଲାସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଭିଜ୍‌ ଗତ…

ଦିନ ମଜୁରିଆଙ୍କ ନାଁରେ ଜିଏସ୍‌ଟି ଠକେଇ

ପାରାଦୀପ: ପୁଣି ଜଣେ ଦିନ ମଜୁରିଆଙ୍କ ନାଁରେ ଆସିଛି ଜିଏସ୍‌ଟି ଠକେଇ ଅଭିଯୋଗ। ପାରାଦୀପର ପିତାମ୍ବରପୁର ଗାଁରେ ରହୁଥିବା ବିଜ୍ଞାନ ସ୍ୱାଇଁଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ।ସେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କ ନାଁରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍‌ଟି ଠକେଇ କରିଥିବା ଜଣାପଡ଼ିଛି।…

ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୬୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । https://twitter.com/HFWOdisha/status/1335106418383482881 ୫…

ରାଜ୍ୟରେ କରୋନା: ୪୦୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୪୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୦୮୦୩ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୧୭୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା…